BoycottChineseProducts: ମାସୁଦ ଅଝାର କୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା କରିବାର ପ୍ରସ୍ତାବ କୁ ଚୀନ ଅସ୍ୱୀକାର କରିଛି

ସମସ୍ତ ରାଷ୍ଟ୍ର ପାକିସ୍ତାନ ଆତଙ୍କବାଦୀ ସଂଗଠନ ର ମୁଖ୍ୟ ମାସୁଦ ଅଝାର କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ଚାହୁଁଛନ୍ତି ମାତ୍ର ଚୀନ ସ୍ପଷ୍ଠ ରୱାରେ ଏହାକୁ ବହିଷ୍କାର କରିଛି। ଚୀନ ତାର ଭିଟୋ କ୍ଷମତା ବଳରେ ବିରୋଧ କରୁଛି।

ଏହା ପଛରେ ଅନେକ କାରଣ ଅଛି। ଯେମିତି କି ପାକିସ୍ତାନ ସହ ବନ୍ଧୁତା ଏବଂ ସହଯୋଗ ଆଉ ଆମେରିକା ସହ ଭାରତର ବନ୍ଧୁତା।

ଏହା ପରେ ସୋସିଆଲ ମିଡ଼ିଆ ରେ ଲୋକେ ଚୀନ ବିରୁଷରେ ଓ ତାର କୌଣସି ଜିନିଷ ନ କିଣିବା ପାଇଁ ପୋଷ୍ଟ କରୁଛନ୍ତି, ଏହା ସବୁ ଭାଇରଲ ହଉଚି।

ପେଟିଏମ, ଟିକଟକ ଆଉ ଅନ୍ୟ ବହୁତ ଏପ ଚୀନ ର ପ୍ରଡକ୍ଟ ଅଟେ। ସେଠିପିଅନ ଆମକୁ ଏହି ସବୁ ଏପ କୁ ବ୍ୟବହାର କରିବା ଉଚିତ ନୁହଁ।

ଗେମ୍ସ ଭିତରେ PUBG ଆଉ UC ବ୍ରାଉଜର ବି ଚୀନ ର ନିର୍ମିତ ଅଟେ।

Leave a Reply