ଏମିତି ଏକ ଦେଶ ଯେଁଉଠି ଜଣେ ଭୂଲ କଲେ ବାପା, ପୁଅ ଓ ଜେଜେ କୁ ଜେଲ ଯିବାକୁ ପଡେ

ନର୍ଥକରିଆ ଏମିତି ଏକ ସ୍ଥାନ ଯେଉଁଠିକି କେହି ଯିବାକୁ ପସନ୍ଦ କରନ୍ତିନି।ଆପଣ ଯଦି ଯିବାକୁ ଚାହୁଁଛନ୍ତି ଏହି କଥା ଜାଣିଲା ପରେ ଆପଣ ମଧ୍ଯ ଯିବାକୁ ଚାହିଁବେନି।

ନର୍ଥକରିଆ ରେ ୫ବର୍ଷ ରେ ଥରେ ନିର୍ବାଚନ ହୁଏ।କିନ୍ତୁ ଏଠାରେ କିଛି ବାଛିବା ପାଇଁ ନଥାଏ। କାରଣ କିମ୍ ପରିବାର ସମ୍ମୁଖରେ ଆଉ କେହି ସାହାସ କରନ୍ତିନି ଛିଡା ହେବା ପାଇଁ।

ନର୍ଥ କରିଆ ରେ ହେୟାର ଷ୍ଟାଇଲ ମଧ୍ଯ ସେଠାକାର ସରକାର ଚୟନ କରନ୍ତି।ସେଠାକାର ନାଗରିକ ମାନଙ୍କୁ ୨୮ପ୍ରକାର ହେୟାରଷ୍ଟାଇଲ ମଧ୍ଯରୁ ଚୟନ କରିବାକୁ ପଡେ।ବିବାହିତ ମହିଳା ମାନଙ୍କୁ ଲମ୍ବା ବାଳ ରଖିବାର ଅନୁମତି ନାହିଁ।

ସେଠାକାର ଶାସକ କିମ ଜଙ୍କ ନିଜ ପସନ୍ଦ ଅନୁଯାୟୀ ହେୟାର ଷ୍ଟାଇଲ କରନ୍ତି। ତାଙ୍କ ଭଳି ହେୟାର ଷ୍ଟାଇଲ ରଥିବାର ଅନୁମତି ଆଉକାହାକୁ ଦିଆଯାଇନି।

୧୯୦୫ ମସିହା ରୁ ସେହି ଗାଁ ସେହି ଗାଁ ରେ କେହି ରହୁନାହାଁନ୍ତି।କିନ୍ତୁ ରୁମ ଗୁଡିକ ସମୟ ଅନୁଯାୟୀ ଲାଇଟ ଅନଅଫ ହୁଏ ଯେମିତିକି ଅନ୍ଯ ଲୋକ ଭାବିବେ ସେଠାରେ ଲୋକ ରହୁଛନ୍ତି।

ନର୍ଥକରିଆ ନିଜ ଶତୃଦେଶ ସାଉଥକରିଆ ର ସିମା ରେ ଏକ ଗାଁ ତିଆରି କରିଛି।ଯାହାର ନାମ କଙ୍ଗଡଙ୍ଗ ଦି ପିସ ଭିଲେଜ।ଏହି ଗାଁ ସ୍ଥାପିତ କରିବାର ମୁଖ୍ଯ ଉଦ୍ଦେଶ୍ଯ ସାଉଥକରିଆ ର ଲୋକ ଙ୍କୁ ନିଜ ଦେଶ କୁ ଲଭ ଦେଖାଇ ଆଣିବା।

ନର୍ଥକରିଆ ରେ ମାତ୍ର ୩ଟି ଟିଭି ଚ୍ଯାନେଲ ରହିଛି।ସେଥିମଧ୍ଯରୁ ୨ଟି ଛୁଟି ଦିନ ରେ ଓ ଗୋଟିଏ ସଂନ୍ଧ୍ଯା ସମୟ ରେ ଦେଖିହୁଏ।ସେଠାରେ ମାତ୍ର ୬୦୫ଜଣ ଇଣ୍ଟରନେଟ ବ୍ଯବହାରକାରୀ ଅଛନ୍ତି।

ଏଠାକାର ଶାସନପ୍ରଣାଳୀ ରେ ରେ ୩ପିଢି ଅନୁଯାୟୀ ଶାସ୍ତି ଦେବା ପ୍ରଣାଳୀ ଦେବା ପ୍ରକ୍ରିୟା ରହିଛି। ଯିଏ ଦୋଷ କରିବ ତା ବାପା ଓ ପୁଅ ଙ୍କୁ ମଧ୍ଯ ଶାସ୍ତି ମିଳିବ

ଶାସକ ଙ୍କ ନାମ ଲେଖିବା ଶିଖିଗଲେ ସେଠାକାର ଛୁଆଙ୍କୁ ସ୍ବାଖ୍ଯର ବୋଲି ଘଷୋଣା କରାଯାଏ।ସେଠାରେ ବାଇବେଲ କିଣି ରଖିବା ଏକ ଦଣ୍ଡନିୟ ଅପରାଧ।ସେଠାରେ ଆପଲ,ସନି,ସାମସଙ୍ଗ ଏହିଭଳି ନାମୀ କମ୍ପାନୀ ଗୁଡିକୁ ବାରଣ କରାଯଆଇଛି।

ନର୍ଥକରିଆ ର ପୂର୍ବତନ ଶାସକ କିମ ଜଙ୍କ ହିଲ ଯିଏ କି ୧୭ ଡିସେମ୍ବର ୨୦୧୧ ରେ ମୃତ୍ଯୁବରଣ କରିଛନ୍ତି।ଏବେ ମଧ୍ଯ ତାଙ୍କ ମଡତ ଶରୀର କୁ ରଖାଯାଇଛି।ଯାବାକି ଟୁରିଷ୍ଟ ମାନେ ମଧ୍ଯ ଦେଖିପାରିବେ।ନର୍ଥକରିଆ ରେ କିମ ଜଙ୍କ ଙ୍କ ୩୫୦୦୦ ମୃତ୍ତି ରହିଛି।ପ୍ରତି ୩କିମି ବ୍ଯବଧାନ ରେ ଗୋଟିଏ ମୃତ୍ତି ରହିଛି।ସେଠାକାର ଛୁଆ ମାନେ ନିଜ ନାମ ପୂର୍ବ ରୁ ଶାସକ ଙ୍କ ନାମ ଲେଖିବାର ନିୟମ ରହିଛି

Leave a Reply