ଦୁନିଆର ସବୁଠୁ ପାୱାରଫୁଲ ଦେଶ ମାନଙ୍କ ଲିଷ୍ଟ ରେ ଭାରତ 4 ନମ୍ବର, ପାକିସ୍ଥାନ କୁ ମିଳିଲା ଏହି ସ୍ଥାନ।

ଦୁନିଆରେ ସବୁଠୁ ପାୱାରଫୁଲ ଦେଶ କିଏ? ଏହି ପ୍ରଶ୍ନ ଟି ବେଳେ ବେଳେ ଆପଣଙ୍କ ମନରେ ବି ଆସୁଥିବ। ତ ଆସନ୍ତୁ ଜାଣିବା ଦୁନିଆର ସବୁଠୁ ବଳବାନ ଦେଶ କିଏ ଏବଂ ଭାରତ କେଉଁ ସ୍ଥାନରେ ଆସୁଛି।

ଦୁନିଆର ସବୁଠୁ ପାୱାରଫୁଲ ଦେଶ ଲିଷ୍ଟ ରେ ଭାରତ ଚତୁର୍ଥ ସ୍ଥାନରେ ରହିଛି।

ଆପଣ ଏହି ଫୋଟୋ ରେ ଦେଖୁଥିବେ ୟୁନାଇଟେଡ଼ ଷ୍ଟେଟ ଅଫ ଆମେରିକା ପ୍ରଥମ ସ୍ଥାନ ରେ ଅଛି ଏବଂ ଦ୍ଵିତୀୟ ସ୍ଥାନରେ ରୁଷ ଅଛି ତୃତୀୟ ସ୍ଥାନରେ ଚାଇନା ଏବଂ ଆମ ଦେଶ ଭାରତ ଚତୁର୍ଥ ସ୍ଥାନରେ ରହିଛି। ୟା ଛଡା ପଞ୍ଚମ ସ୍ଥାନରେ ଫ୍ରାନ୍ସ କୁ ରଖାଯାଇଛି, ଏହି ଫୋଟରେ ଆପଣ ଦେଖିପାରିବେ କେଉଁ ଦେଶକୁ କେଉଁ ସ୍ଥାନ ମିଳିଛି।

ଦୁନିଆର ସବୁଠୁ ପାୱାରଫୁଲ ଦେଶ ମଧ୍ୟରୁ ପାକିସ୍ଥାନ କୁ ମିଳିଲା 13 ନମ୍ବର ସ୍ଥାନ।

ଏଥିରେ ପ୍ରାୟ 25 ଦେଶ ମାନଙ୍କର ଲିଷ୍ଟ ଅଛି ଯେଉଁଥିରେ ବହୁତ ବଡ ବଡ ଦେଶ ମାନଙ୍କର ନାମ ଅଛି, ଏଥିରେ ପାକିସ୍ଥାନକୁ 13 ନମ୍ବର ସ୍ଥାନ ମିଳିଛି, ଏବଂ ୟାକୁ ଦେଖି ପାକିସ୍ଥାନ ବହୁତ ଡରି ଯାଇଛି କାରଣ ପାକିସ୍ଥାନ ଠୁ ବେସି ପାୱାରଫୁଲ ଦେଶ ଭାରତ ଅଟେ।

ସାଉଦୀ ଆରବ କୁ 24 ନମ୍ବର ସ୍ଥାନ ମିଳିଛି ଏବଂ 25 ନମ୍ବରରେ କାନାଡ଼ା ଅଛି, କାନାଡ଼ା କୁ ସବୁଠୁ ଶେଷ ସ୍ଥାନ ଟି ମିଳିଛି କାରଣ କାନାଡ଼ା କୌଣସି ଦେଶ ସହିତ ଯୁଦ୍ଧ କରେ ନାହିଁ।

Leave a Reply