ଉତ୍ତରପ୍ରଦେଶ ର ମୁଖ୍ଯମନ୍ତ୍ରୀ ୟୋଗୀ ଆଦିତ୍ଯନାଥ ଙ୍କ ବିଷୟ ରେ ସମସ୍ତେ ବହୁତ ଭଲ ଭାବେ ଜାଣିଥିବେ।କିନ୍ତୁ ତାଙ୍କ ପରିବାର ବିଷୟ ରେ ବହୁତ କମ ଲୋକ ଜାଣିଥିବେ।
କିଛିି ସୂତ୍ର ରୁ ଜାଣିବା ପାଇଁ ମିଳିଛି କି ୟୋଗୀ ଙ୍କ ଭଉଣୀ ଶଶି ପୟାଲ କୋଠର ଗାଁ ର ପାର୍ବତୀ ମନ୍ଦିର ପାଖରେ ନିଜ ସ୍ବାମି ପୁରଣ ସିଂହ ଙ୍କ ସହ ରହୁଛନ୍ତି। ମନ୍ଦିର ପାଖରେ ହିଁ ତାଙ୍କର ପୂଜା ସାମଗ୍ରୀ ଦୋକାନ ଅଛି, ସେହି ପାଖରେ ହିଁ ସେ ଏକ ଚା ଦୋକାନ ଚଲାନ୍ତି।ଶଶି କୁହନ୍ତି ଯେ ୟୋଗୀ ନିଜ ବାପା ଙ୍କୁ କହିଥିଲେ ସେ ନିଜ ଜୀବନ କ’ଣ ,
ସମସ୍ତେ କୁହନ୍ତି ଯିଏ ନିଜ ପରିବାର ର ହୋଇପାରିଲାନି ସିଏ ଜନତା ଙ୍କ ର କ’ଣ ହେବ। କିନ୍ତୁ ଯାହା ପାଖରେ ପରିବାର ନଥିବ ସେ ଭ୍ରଷ୍ଟାଚାର କରି କାହା ପାଇଁ ପଇସା ରଖିବ।
ୟୋଗୀ ଆରମ୍ଭ ରୁ କୁହନ୍ତି ମୁଁ ବଡ ହେଲେ ଜନତା ଙ୍କ ସେବା କରିବି। ତାହା ସେ କରିକି ଦେଖେଇଲେ। ୟୋଗୀ ଆଦିତ୍ଯନାଥ ଏମିତି ଏକ ମୁଖ୍ଯମନ୍ତ୍ରୀ ଯିଏକି ରାଜନୀତି ମଧ୍ଯ କୁ ନିଜ ପରିବାର କୁ କେବେ ଆସିବାକୁ ଦେଇ ନଥିଲେ। ସେ କହିଲେ ରାଜନୀତି ମଧ୍ଯ କୁ ତାଙ୍କ ପରିବାର କୁ ଆଣିବାକୁ ଚାହାଁନ୍ତି ନାହିଁ।