ନମସ୍କାର ଆପଣ ମାନଙ୍କୁ ଆମ ପେଜ କୁ ଶ୍ଵାଗତ କରୁଛୁ, ଦୁନିଆ ରେ ବହୁତ ସାରା ଦେଶ ଅଛନ୍ତି ସେଥି ମଧ୍ୟ ରୁ ବହୁତ ଦେଶ ଶକ୍ତି ଶାଳୀ ଅଟନ୍ତି. କିନ୍ତୁ ଦୁନିଆ ରେ ଏମିତି କିଛି ଦେଶ ଅଛନ୍ତି ଯେଉଁମାନେ ଶକ୍ତିଶାଳୀ ନ ହୋଇ ମଧ୍ୟ ବହୁତ ବିପଦ ଜନକ ଅଟନ୍ତି, ଆଜି ଆମେ ଆପଣ ମାନଙ୍କୁ ଦୁନିଆର ୫ ଟି ଅସୁରକ୍ଷୀତ ଦେଶ ବିଷୟ ରେ କହିବାକୁ ଜାଉଛୁ.
୫: ସୋମାଲିଆ:
ସୋମାଲିଆ ଗୋଟିଏ ଆଫ୍ରିକୀ ଅ ଦେଶ ଜେଉଁଠାରେ ବହୁତ ଗରିବ ଓ ଅସୁରକ୍ଷୀତ ଲୋକ ମାନେ ରୁହନ୍ତି, ସୋମାଲିଆ କୁ ସବୁଠାରୁ ବିପଦ ଜନକ ଦେଶ ଭାବରେ ୫ ନମ୍ଵର ସ୍ଥାନ ରେ ରଖା ଯାଇଛି. ସୋମାଲିଆ ପ୍ରତିଦିନ ଅପହରଣ,ଚୋରି,ସମୁଦ୍ର ଜାହାଜ ଲୁଟିବା କାମ ପ୍ରଵଳ ମାତ୍ରା ରେ ବଢ଼ି ଚାଲିଛି, ସୁରକ୍ଷା ଦୃଷ୍ଟି ରୁ ସୋମାଲିଆ ଗୋଟିଏ ଅସୁରକ୍ଷୀତ ଦେଶ ଅଟେ.
୪: ଆଫଗାନିସ୍ଥାନ:
ଆଫଗାନିସ୍ଥାନ କୁ ସବୁଠାରୁ ବିପଦ ଜନକ ଦେଶ ଭାବରେ ୪ ନମ୍ଵର ସ୍ଥାନ ରେ ରହିଛି, ଆଫଗାନିସ୍ଥାନ ବିପଦ ଜନକ ହେବାର କାରଣ ସେଠାରେ ଆତଙ୍କ ବାଦି ମାନକ ବାସ ସ୍ତଳୀ ଅଟେ, ଯାହାକି ପ୍ରତିଦିନ ଅଘଟଣ ଘଟିଥାଏ. ଏଠାରେ କେବଳ ଆତଙ୍କ ବାଦି ଘଟଣା ହୋଇଥାଏ.
୩: ୟମନ୍:
ୟମନ୍ କୁ ଆଗରୁ ଧନୀ ଦେଶ କୁହା ଯାଉଥିଲା, କିନ୍ତୁ ଆଜି ୟମନ୍ ରେ ଭ୍ରଷ୍ଟାଚାର, ଓ ବେରୋଜଗାରୀ ସମଷ୍ୟା ଏତେ ଅଧିକ ହୋଇ ଗଲାଣି ଯେ ଲୋକମାନେ ରୋଡ କୁ ଆସି ଗଲେଣୀ. ହୈତ୍ ବିଦ୍ରୋହୀ ମାନେ ୟମନ୍ ର କିଛି ଯାଗା କୁ କବଜା କରିସାରୀ ଲେଣୀ, ୟମନ୍ ରେ କଥା କହିଵା ଅଧିକାର ମଧ୍ୟ ବେଆଇନ କରି ଦିଆ ଯାଇଛି.
୨: ସିରିୟା:
ସିରିୟା କୁ ୨ୟ ବିପଦ ଜନକ ଦେଶ କୁହା ଯାଉଛି, ଆଜି କା ପରିସ୍ତୀତି ରେ ସମସ୍ତଙ୍କ ନଜର ସିରିୟା ଉପରେ, ସିରିୟା ରେ isis ର ସଂଙ୍ଗଠନ ଅଛି, ଓ ସିରିୟା ରେ ପ୍ରତି ଦିନ ଲୋକ ମାନ ଙ୍କୁ ମରଣ ସହିବାକୁ ପଡେ.
୧: ପାକିସ୍ତାନ:
ପାକିସ୍ତାନ ଦୁନିଆ ର ସବୁଠାରୁ ଅଧିକ ବିପଦ ଜନକ ଦେଶ ଅଟେ, ଯାହାକି ପୁରା ବିଶ୍ଵ ରେ ୧ ନମ୍ବର ରେ ଅଛି, ଏ ହି ଦେଶ ଆତଙ୍କ ବାଦି ସଂଙ୍ଗଠନ ମାନକୁ ଶହୋଯୋଗ କରିଥାଏ, ପାକିସ୍ତାନ ଗୋଟିଏ ଶକ୍ତି ଶାଳୀ ହେବା ସହିତ ସବୁଠାରୁ ବିପଦ ଜନକ ଦେଶ ଅଟେ, ପାକିସ୍ତାନ ର ଆତଙ୍କ ବାଦ ମାନଙ୍କ ସହ କିଛି ନା କିଛି ସମ୍ପର୍କ ନିଶ୍ଚିତ ଭାବରେ ଅଛି .