ଭରତ ର ଆଧୁନିକ ଟ୍ରେନ ଯାହାର ନାମ ୧୮ ପହଁନ୍ଚିଲା ଦିଲ୍ଲି ରେ, ଏହା ଟ୍ରାୟଲ ପାଇଁ ମୁରାଦାବାଦ ଯିବ। ଦେଖିବାକୁ ସୁନ୍ଦର ସହିତ ଏହିରେ ଥିବା ଫେସିଲିଟି ବି ବହୁତ ଭଲ, ଈଂଟିଗ୍ରେଟ କୋଚ ଫୌକ୍ଟ୍ନି ଚେନ୍ନାଇ ରେ ପ୍ରସ୍ତୁତ ହୋଇଥିବା ଏହି ଟ୍ରେନ ମେକ “ଇନ ଇଣ୍ଡିଆ” ର ସଫଳତା ର ଉଦାହରଣ। ଏହି ଟ୍ରେନ ରେ ଇଞିନ ଅଲଗା ଲାଗିବାର ଦରକାର ନାହିଁ।
ଏହି ଟ୍ରେନ ଲରେଲୱେ ଶୈଧ ସଂସ୍ଥା ଅନୁସନ୍ଧାନ ଅଭିକଳ୍ପ ଏବଂ ମୀନକ ସଂଗଠନ ଅଘିନ ରେ ଅଛି। ଏହାର ଅଧିକୀରୀ ମାନେ ଏହାକୁ ପରୀଖ୍ଯଣ କରିବେ। ଏହି ଟ୍ରେନ ଶତାବ୍ଦି ଓ ରାଜଧାନୀ ବଦଳରେ ଚାଲିବାର ଯୋଜନା ରହିଛି। ଟ୍ରେନ ୧୮ କୁ ପ୍ରଥମ ଟ୍ରାୟଲ ମୁରାଦାବାଦ ରୁ ସହାରନପୁର ମଧ୍ଯ ରେ ୧୦୦ କିମି ର ଟ୍ରାକ ରେ ହେବ। ଟ୍ରେନ ର ବ୍ରେକ, ସୁରଖ୍ଯା ସହ ଯାଂଚ ପରେ ରେଲୱେ ଆୟୁକ୍ତ ପାଖଖୁ ପଠାଯିବ।
ଦିଲ୍ଲି ରୁ ମଥୁରା ଯାଉଥିବା ଟ୍ରାକ ରେ ହେବ ବେଗ ର ପରୀଖ୍ଯଣ ହେବ। ୧୬୦ କିମି ପ୍ରତି ଘଣ୍ଟା ଚଲାଯାଇ ପାରିବ। ଏହି ଟ୍ରେନବରେ ୧୬ ଟି କୋଚ ଅଛି। ପ୍ରୋତେକ ୪ଟି କୋଚ ଗୋଟେ ସେଟ ରେ ଅଛି।ଏଥିରେ ଦୁଇ ପାଖ ରେ ଇଞିନ ଅଛି। ଇଞିନ ପାଖରେ ବଳକା ସ୍ଥାନ ରେ ୪୪ ଜଣ ଯାତ୍ରୀ ବସିବା ସ୍ଥାନ ଅଛି। ଏହିପରି ଏଥିରେ ଅଧିକ ଯାତ୍ରୀ ଯାତ୍ରା କରିପାରିବେ।
ଏହି ଟ୍ରେନ ୧୫ ରୁ ୨୦% ଉର୍ଜା ବଂଚେଇବ ଏବଂ ଏଥିରେ କାର୍ବନ ଫୁଟପ୍ରିଂଟ ର ମଧ୍ଯ କମ ହେବ। ଏହି ଟ୍ରେନ ବିଦେଶ ରେ ୩ ବର୍ଷ ରେ ପ୍ରସ୍ତୁତ ହୁଏ। ବିଦେଶ ରୁ ଭାରତ କୁ ଆଣିଲେ ଏହା ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ।