ଦେଖି ବାକୁ ଗଲେ ନାଭି ଆମ ଶରୀରର ସବୁଠୁ ଛୋଟ ଅଙ୍ଗ ଅଟେ ।କିନ୍ତୁ ତାହାକୁ ମଧ୍ୟ ଅନ୍ୟ ଅଙ୍ଗ ପରି ଯତ୍ନ ନିଆ ଯାଏ ।ଝିଅ ମାନଙ୍କ ଶରୀର ରେ ଏହା କୁ ସୁନ୍ଦର ରୋ ପ୍ରତୀକ ମାନନ୍ତି।ଝିଅ ମାନେ ମଧ୍ୟ ଶରୀର ପରି ନାଭି ର ମଧ୍ୟ ଯତ୍ନ ନେଇ ଥାନ୍ତି।ବର୍ତ୍ତମାନ ଦୁନିଆ ରେ ବିଭିନ୍ନ ପ୍ରକାର ଉପାୟ ରେ ଏହାର ସୁନ୍ଦରତା କୁ ସାମ୍ନା କୁ ଅଣା ଯାଉଛି।ଏହି ଯୁଗ ରେ ନାଭିକୁ ସୁନ୍ଦରତା ର ଜରିଆ ବୋଲି ନାରୀ ମାନେ ଧରି ନେଇଛନ୍ତି।
ଆପଣ ମାନଙ୍କୁ ତ ଜଣା ହିଁ ଥିବ ଯେ ନାରୀ ମାନଙ୍କ ନାଭି ପୁରୁଷ ମାନଙ୍କୁ ଆକର୍ଷଣ କରି ଥାଏ ।ନାଭି ସୁନ୍ଦରତା ବଢେଇ ବା ସହ କିଛି ରହସ୍ୟ କହି ଥାଏ ।ଆସନ୍ତୁ ଜାଣିବା ନାଭି କଣ କହେ ।ପ୍ରଥମ ତ ଆମ ନାଭି ରେ ୬୭ ପ୍ରକାର ବେକ୍ଟେରିଆ ଅଛି ।ଯାହା ଆମ ପାଇଁ କ୍ଷତି କାର କଁ ନୁହେଁ ଯାହା ଆମ ପାଇଁ ଲାଭ ଦାୟୀ ହେଇ ଥାଏ ।ନାଭି ରେ ୧୦୦୦ବେକ୍ଟେରିଅା ଥାନ୍ତୁ ନା କାହିଁକି ନାଭି କୁ ପବିତ୍ର ସ୍ଥାନ କୁହା ଯାଏ ।
ବାଇବେଲ ରେ ନାଭି କୁ ସେହି ସ୍ଥାନ କୁହାଯାଏ ଯାହା ଧର୍ତ୍ତି କୁ ସ୍ବର୍ଗ ସହ ଯୋଡି ଥାଏ ।ଡାକ୍ତର ଙ୍କ ଅନୁ ଯାଇ ନାଭି ର କୌଣସି ଉପଚାର ନାହିଁ ।ମନୁଷ୍ୟର ଶରୀର ରେ ୭ଟି ଚକ୍ର ଥାଏ ସେଥିରୁ ନାଭି ଗୋଟେ ।ନାଭି ର ଯୌନ ଜୀବନ ସହ ମଧ୍ୟ କିଛି ଜରୁରୀ ସମ୍ୱନ୍ଧ ଅଛି ।ଆମେ ଜାଣିଲୁ ନାଭି ର ଲାଭ କଣ।ଏବେ ଜାଣିବା କେଉଁ ନାଭି କଣ କହେ ।
୧:U ଆକାର ନାଭି –ସାବଧାନ ହେଇ ଯାଆନ୍ତୁ ଏପରି ନାଭି ଥିବା ବ୍ୟକ୍ତି ଅତ୍ୟଧିକ ରାଗି ବା କୃର ହୋଇଥାନ୍ତି ।ଏମାଙ୍କ ନାକ ଆଗରେ ରାଗ ଥାଏ ।ଏମାନଙ୍କ ପାଖରେ କିଡ୍ନୀ ସମସ୍ୟା ର ରୋଗ ଦେଖି ବାକୁ ମିଳି ଥାଏ ।
୨:ଛୋଟ ନାଭି–ଏମାନଙ୍କ ଦେହ ରେ ନାଭି ଏତେ ଛୋଟ ଥାଏ ଯେ ଯାହା ଦେଖା ଯାଏ ନାହିଁ।ଏମାନଙ୍କ ଦେହ ରେ ସୁଆଇଁଫ୍ଲୁ ବା ଜରର ଜୀବାଣୁ ବେଶି ଆକ୍ରମଣ କରିଥାନ୍ତି ।ଏମାନେ ସବୁ ବେଳେ ରୋଗରେ ଆକ୍ରାନ୍ତ ହୁଅନ୍ତି।
୩:ଫୁଲି ଥିବା ନାଭି–ଏପରି ନାଭି ଜନ୍ମ ସମୟ ରେ ଡାକ୍ତର ମନେ ଠିକ ଭାବରେ କାଟି ପରି ନ ଥିବାରୁ ବା ବାନ୍ଧି ନ ପାରି ବାରୁ ହୋଇଥାଏ।ଏମାନଙ୍କ ଦେହ ସାମାନ୍ୟ ରାହି ଥାଏ ।
୪:ବଟମ ନାଭି–ଏମାନଙ୍କ ନାଭି ବଟମ ପରି ଛୋଟ ଆଉ ଆଗକୁ ଟିକେ ବାହାରି ଥାଏ।ଏ ପରି ନାଭି ଥିବା ବ୍ୟକ୍ତି କୁ ହାର୍ନିଆ ହେବାର ସମ୍ଭାବନା ରହି ଥାଏ ।
୫:ଗୋଲ ନାଭି–ଏମାନେ ଦେଖି ବାକୁ ସୁନ୍ଦର ଥାନ୍ତି।ଏମାନଙ୍କ ପାଖରୁ ରୋଗ ସବୁ ବେଳେ ଦୂର ରେ ରହି ଥାଏ ।ଏମାନେ ସୁସ୍ଥ ଓ ବିଚାର କରିବା କ୍ଷମତା ରଖିଥାନ୍ତି।
୬:ସ୍ପୋର୍ଟ ରେ ରୁଚି –ଏହା ପୁଅ ପିଲା ମାନଙ୍କ ପାଖରେ ବେଶି ଲାଭ ହୋଇ ନ ଥିଲେ ବି ଝିଅ ମାନଙ୍କ ମଧ୍ୟ ରେ ଦେଖା ଯାଇ ଥାଏ ।ସେମାନେ ସବୁ ବେଳେ ଖେଳ ରେ ମନ ଦେଇ ଥାନ୍ତି।ସେମାଙ୍କ ମନ ସବୁ ବେଳେ ବଦଳୁ ଥାଏ।