ରୋମାଣ୍ଟିକ ଅନ୍ଦାଜ ରେ ଦେଖିବାକୁ ମିଳିଲେ ଉତ୍ତରାଖଣ୍ଡ ରେ ଅନୁଷ୍କା ଓ ବିରାଟ। ଫେନ୍ସ ଦେଖି ପାଗଳ ହେଇଗଲେ…

ଭାରତୀୟ କ୍ରିକେଟ ଟିମ ର କ୍ଯାପ୍ଟେନ ବିରାଟ କହୋଲି ଓ ଅନୁଷ୍କା ଶର୍ମା ଉତ୍ତରାଖଣ୍ଡ ରେ ପହନ୍ଚିଛନ୍ତି। ୫ ନଭେମ୍ବର ବିରାଟ ଙ୍କ ଜନ୍ମଗିନ ପାଳନ କରିବା ପାଇଁ ସେଠାକୁ ଯାଇଛନ୍ତି। ଶନିବାର ସଂନ୍ଧ୍ଯା ରେ ଜୌଲିଗ୍ନାଟ ରୁ ଟିହରୀ ର ନରେନ୍ଦ୍ର ନଗର ସ୍ଥିତ ହୋଟେଲ ଆନଂଦା ରେ ପହନ୍ଚିଛନ୍ତି।

ଏହି ହୋଟେଲ ଫିଲ୍ମ ସହ ଜଡିତ ଲୋକ ମାନଙ୍କ ର ପସନ୍ଦ ର ଅଟେ। ରବିବାର ହୋଟେଲ ରୁ ହିଁ ପ୍ରାକୃତିକ ନଜର କୁ ଉପଭୋଗ କଲେ। ସକାଳ ଜଳଖିଆ ରୁମ ରେ ହିଁ କଲେ। ବିରାଟ ଙ୍କୁ ଗେଖିବା ପାଇଁ ପ୍ରଶଂସକ ହୋଟେଲ ର ଆଖ ପାଖ ରେ ହିଁ ଥିଲେ, କିନ୍ତୁ ନିରାଶ ହେବା ପାଇଁ ପଡିଲା।

ସୋମବାର ବିରାଟ ଙ୍କ ୩୦ ତମ ଜନ୍ମଦିନ। ସେ ଜନ୍ମଦିନ ମୋନେଇବାକୁ ସେଠାକୁ ଯାଇଛନ୍ତି। ସକାଳୁ ବିରାଟ ହୋଟେଲ ର ଜିମ ରେ କିଛି ଝାଳ ବୁହାଇ ଥିଲେ। ଏହା ପରେ ଜଳଖିଆ କରିବା ପରେ ସେମାନେ ରୁମ ରେ ହିଁ ରହିଥିଲେ। ସମ୍ଭବ ହେଲେ ସେ ଜନ୍ମଦିନ ରେ ହରିଦ୍ବାର ଯିବେ ଓ ରାତି ରେ ହୋଟେଲ ରେ ପାର୍ଟି କରିବେ।

ବିରାଟ ଓ ଅନୁଷ୍କା ବିବାହ ପୂର୍ବ ରୁ ମଧ୍ଯ ସେଠାକୁ ଯାଇଥିଲେ। ଅନୁଷ୍କା ଙ୍କ ଗୁରୁ ଙ୍କ ଆଶ୍ରମ ଅନନ୍ତଧାମ ମଧିଯ ହରିଦ୍ବାର ନିକଟରେ ଅବସ୍ଥିତ। ବାବା ଙ୍କ ଠାରୁ ଆଶିର୍ବାଦ ନେବା ପାଇଁ ୨୦୧୬ ରେ ଯାଇଥିଲେ। ଅନୁଷ୍କା ଙ୍କ ପରିଜନ ମଧ୍ଯ ବାବା ଙ୍କୁ ବିଶ୍ବାସ କରନ୍ତି।

ଏହି ଦୁଇ ଜଣ ଙ୍କୁ ଦେଖିବା ପାଇଁ ପ୍ରଶଂସକ ମାନେ ହୋଟେଲ ର ଆଖ ପାଖ ରେ ଥଲେ କିନ୍ତୁ , ବିରାଟ ଓ ଅନୁଷ୍କା ରୁମ ରୁ ବାହାରି ନଥିଲେ। ଅନୁଷ୍କା ଶର୍ମା ଙ୍କ ର ଡୁନ ର ନେଶାବିଲା ରୋଡ ରେ “ଶୀଲା ଭବନ” ନାମ ରେ ପୁସ୍ତାନୀ ଆବାସ ଅଛି। ସେ ସେଠାରେ ନିଜର ପିଲା ବେଳ କଟାଇଛନ୍ତି। ଏବେ ଅନୁଷ୍କା ସେଠାକୁ ବହୁତ କମ ଯାନ୍ତି। କିନ୍ତୁ ଯେବେ ବି ଯାନ୍ତି ନିଜର ଛୋଟ ବେଳ ର ସ୍ମୃତି କୁ ମନେ ପକେଇ ଖୁସି ହୁଅନ୍ତି।

Leave a Reply