ଝିଅ ମାନଙ୍କ ର ଏହି ଗୁଣ କୁ ପସନ୍ଦ କରନ୍ତି ପୁଅ ମାନେ।ଜାଣିବା ପାଇଁ ଆଗକୁ ପଢନ୍ତୁ।
ପ୍ରାୟତଃ କୁହାଯାଏ କି ଝିଅ ମାନେ ବହୁତ ଭାବି ଜୀବନ ସାଥି ବାଛନ୍ତି। କିନ୍ତୁ ଏ ସବୁ ରେ ପୁଅ ମାନେ ବି କିଛି କମ୍ ନୁହଁନ୍ତି। ନିଜର ଜୀବନ ସାଥି ବାଛିବା ଆଗରୁ ସେମାନେ ଚାହାଁନ୍ତି ଏଇ ସବୁ ଗୁଣ ଝିଅ ମାନଙ୍କ ପାଖରେ ଥାଉ। ଆସନ୍ତୁ ଜାଣିବା, କ’ଣ ସବୁ ଗୁଣ।
୧-କୁହାଯାଏ ପ୍ରଥମ ଦେଖା ରେ କିଛି ଜିନିଷ ବହୁତ ଭଲ ଲାଗିଥାଏ। ଝିଅ ମାନଙ୍କର କୋମଳ ହସ ରେ ପୁଅ ମାନେ ଫିଦା ହୋଇଯାନ୍ତି।
୨- ଆଜି କାଲି ର ଆଧୁନିକ ପୁଅ ମାନଙ୍କୁ ଆତ୍ମ ନିର୍ଭରଶୀଳ ଝିଅ ବେଶି ପସନ୍ଦ। ସ୍ଥାନ ଅନୁଯାୟୀ ବ୍ଯବହାର କରିବା ଝିଅ ମାନଙ୍କ ପ୍ରତି ବେଶି ପୁଅ ମାନେ ଆକର୍ଷିତ ହୁଅନ୍ତି।
୩-ନିଜସ୍ବ ଡ୍ରେସିଙ୍ଗ ଷ୍ଟାଇଲ ଥିବା ଝିଅ ମାନଙ୍କୁ ପୁଅ ମାନେ ଅଧିକ ପସନ୍ଦ କରନ୍ତି। ସେସବୁ ଡ୍ରେସ ହେଉ କିମ୍ବା ମେକ୍ଅପ। ଯିଏ ଅନ୍ଯ କୁ କପି କରୁ ନଥିବ।
୪-ଅାଖି କୁ ବ୍ଯକ୍ତିତ୍ବ ର ଆଇନା କୁହାଯାଏ। ପୁଅ ମାନଙ୍କୁ ଟିକେ ବଡ ଆଖି ଥିବା ଝିଅ ବେଶି ପସନ୍ଦ।
୫-ଅତର ର ପ୍ରଭାବ ମଧ୍ଯ ଅନେକ। ଝିଅ ମାନଙ୍କ ର ଅତର ର ସୁଗନ୍ଧ କୁ ଭୁଲି ପାରନ୍ତିନି।
୬- ପୁଅ ମାନଙ୍କୁ ପରିସ୍ଥିତି ଅନୁଯାୟୀ ବୁଝି ପାରୁଥିବା ଝିଅ ବହୁତ ପସନ୍ଦ।
ଏହି ସବୁ ଗୁଣ ଦେଖି ପୁଅମାନେ ଝିଅ ମାନଙ୍କ ପ୍ରତି ଆକର୍ଷିତ ହୁଅନ୍ତି। ଆମ ତଥ୍ଯ କେମିତି ଲାଗିଲା କମେଣ୍ଟ ମାଧ୍ଯମ ରେ ଜଣାନ୍ତୁ।