ପଟେଲ ଙ୍କ ମୂର୍ତି ବର୍ତମାନ ଦୁନିଆ ର ସବୁଠାରୁ ବଡ ମୂର୍ତି ମାତ୍ର ଭବିଷ୍ୟତ ରେ ଅନ୍ୟ ଏକ ମୂର୍ତି ନେବ ଅହାର ସ୍ଥାନ।

ପିଏମ ମୋଦି ଷ୍ଟେଚୁ ଅଫ ୟୁନିଟ ର ଉଦଘାଟନ କରିଦେଲେ। ଉଦଘାଟନ ପରେ ସର୍ଦାର ବଲ୍ଲଭ ଭାଈ ପଟେଲ ଙ୍କ ସବୁଠାରୁ ବଡ ମୂର୍ତ୍ତୀ ଦୁନିଆ ର ସବୁଠାରୁ ବଡ ମୂର୍ତ୍ତୀ, ଯାହା କି ଆମେରିକା ର ଷ୍ଟେଚୁ ଅଫ ଲିବର୍ଟୀ (୯୩ ମିଟର) ର ଗୁଇ ଗୁଣ ।

ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ କି ୩୩ ମାସ ରେ ପାଖା ପାଖି ୨୫୦ ଜଣ ଇଞ୍ଜିନିୟର ୩୪୦୦ ଜଣ ଶ୍ରମିକ ମିଶି ତିଆରି କରିଛନ୍ତି ଏହି ମୂର୍ତ୍ତୀ ଦୁନିଆ ର ସବୁଠାରୁ ବଡ ମୂର୍ତ୍ତୀ। ଗୁଜରାଟ ରେ ତିଆରି ହୋଇଥିବା “ଷ୍ଟେଚୁ ଅଫ ୟୁନିଟ” ଠାରୁ ବି ବଡ ଛତ୍ରପତି ଶିବାଜୀ ଙ୍କ ମୂର୍ତି ମୁମ୍ବାଇ ର ଆରବ ସାଗର ରେ ତିଆରି ହେବ। ଅନୁମାନ କରାଯାଉଛି ଯେ ଶିବାଜୀ ଙ୍କ ମୂର୍ତ୍ତୀ ୩ ବର୍ଷ ଲାଗିଯିିବ ମାନେ ୨୦୨୧ ରେ ପୁରା ହେବ।

“ଷ୍ଟେଚୁ ଅଫ ୟୁନିଟ” ର ଲମ୍ବା ୧୮୨ ମିଟର ହୋଇଥିବା ବେଳେ ଶିବାଜୀ ଙ୍କ ଷ୍ଟେଚୁ ର ଲମ୍ବା ୨୧୨ ମିଟର ହେବ। ଯାହାକି ପଟେଲ ଙ୍କ ଷ୍ଟେଚୁ ଠାରୁ ବହୁତ ଅଧିକା ଲମ୍ବା। ଶିବାଜୀ ଙ୍କ ଅହି ଷ୍ଟେଚୁ କୁ “ଶିବ ସ୍ମାରକ” ନାମ ରେ ପରିଚିତ ହେବ। ଯେମିତି ପଟେଲ ଙ୍କ ଷ୍ଟେଚୁ କୁ ପର୍ଯ୍ଯଟକ ସ୍ଥଳ କରାଯିବ ସେମିତି ଶିବାଜୀ ସ୍ମାରକ କୁ ମଧ୍ଯ ପର୍ଯଟକ ଙ୍କ ପାଇଁ ବନାଯିବ। ଏହା ପ୍ରସ୍ତୁତ ହେଲା ପରେ ୪ ଟି ସ୍ଥାନ ରୁ ପର୍ଯ୍ଯଟକ ପହଂଚି ପାରିବେ। ଶିବାଜୀ ଙ୍କ ଏହି ମୂର୍ତ୍ତୀ ପାଇଁ ୩୬୦୦ କୋଟି ଖର୍ଚ୍ଚ ହେବ ବୋଲି ଆଶା କରାଯାଉଛି।

ଶିବାଜୀ ଙ୍କ ଏହି ମୂର୍ତ୍ତୀ ର ଡିଜାଇନ ଐତିହାସିକ ମୂର୍ତ୍ତୀ କୁ ପତ୍ର ଭୂଷଣ ପୁରଷ୍କାର ପ୍ରାପ୍ତ ମୂର୍ତ୍ତୀକାର ପାମ ସୂତାର ପ୍ରସ୍ତୁତ କରିଛନ୍ତି। ପଟେଲ ଙ୍କ ମୂର୍ତ୍ତୀ ଡିଜାଇନ ମଧ୍ଯ ସିଏ କରିଛନ୍ତି। “ଲାର୍ସଲ ଏଡ ଟୂବୀ” କଂପାନୀ କୁ କଣ୍ଟ୍ରାକ୍ଟ ଦେଇଥିଲେ ପଟେଲ ଙ୍କ ମୂର୍ତ୍ତୀ ମଧ୍ଯ କଣ୍ଟ୍ରାକ୍ଟ ଦିଆଯାଇଛି।

Leave a Reply