ବଲିଉଡ ର ଏହି ଅଭିନେତା ସୁଯୋଗ ମିଳିଲେ ଚାଷ କରିବା ପାଇଁ ଗାଁ କୁ ଯାଆନ୍ତି। ଆସନ୍ତୁ ଜାଣିବା କିଏ ଏହି ଅଭିନେତା ?

ବନ୍ଧୁଗଣ ବଲିଉଡ ର ଲୋକପ୍ରିୟ ଅଭିନେତା ନବଜୂଧୀନ ସିଦ୍ନୁକୀ ଲୋକପ୍ରିୟତା ଦିନ କୁ ଦିନ ବଢି ଚାଲିଛି। ପ୍ରତିଭାବାନ ଅଭିନେତା ଙ୍କ ମଧ୍ଯରେ ସେ ମଧ୍ଯ ନାମିତ। ସେ ଗୋଟେ ପରେ ଗୋଟେ ବହୁତ ଭଲ ସିନେମା କରିଛନ୍ତି।

ସେ ମାଟି ର ମଣିଷ କହିଲେ କିଛି ଭୁଲ ହେବନି। ସେ ଏତେ ସଫଳତା ପାଇବା ପରେ ମଧ୍ଯ ଅକ ସରଳ ଜୀବନ ଯାପନ କରନ୍ତି। ବଲିଉଡ ରେ କାମ କରିବା ପାଇଁ ବହୁତ ସଂଘର୍ଷ କରିଛନ୍ତି। ଅନେକ କଷ୍ଟ ର ସମ୍ମୁଖୀନ ହୋଇଛନ୍ତି। ଶେଷ ରେ ତାଙ୍କ କଠିନ ପରିଶ୍ରମ ପାଇଁ ଶୀର୍ଷ ରେ ପହଂଚି ଗଲେ।

ଯେତେବେଳେ ମଣିଷ ପାଖରେ ଧନ ସମ୍ପତି ଆସିଯାଏ ତାର ବ୍ଯବହାର ବଦଳିଯାଏ। କିନ୍ତୁ ନବାଜୂଧୀନ ସରଳ ଜୀବନ ଯାପନ କରୁଛନ୍ତି। ସିନେମା ରୁ ସମୟ ମିଳିଲେ ସେ ତାଙ୍କ ଗାଁ କୁ ପଳାନ୍ତି। ଗାଁ ରେ ନିଜ ସାଙ୍ଗ ଓ ପରିବାର ସହ ସମୟ କଟେଇବାକୁ ଭଲ ପାଆନ୍ତି। ସେମାନଙ୍କ ସହିତ ସମୟ କାଟିବାକୁ ବହୁତ ଭଲ ପାଆନ୍ତି।

ଚାଷ କରିବାକୁ ମଧ୍ଯ ଯାଆନ୍ତି। ସେ ଚାଷ କାମ ମଧ୍ଯ ସମ୍ଭାଳନ୍ତି। ଆପଣ ମାନେ ଫୋଟ ରେ ଦେଖିପାରୁଥିବେ ସେ ଟ୍ରାକ୍ଟର ଚଲେଇ କିଭଳି ଚାଷ କରୁଛନ୍ତି।

ବନ୍ଧୁଗଣ ଏହି ଅଭିନେତା ଆପଣ ଙ୍କୁ କିପରି ଲାଗନ୍ତି। ତାଙ୍କ ବିଷୟ ରେ ଆପଣଙ୍କ ମତାମତ କଣ କମେଣ୍ଟ ମାଧ୍ଯମରେ ଜଣାନ୍ତୁ। ଆମ ଖବର ଭଲ ଲାଗୁଥିଲେ ଲାଇକ, ସେୟାର କମେଣ୍ଟ କରନ୍ତୁ।

Leave a Reply