ବନ୍ଧୁଗଣ କେବେ କେବେ ଏମିତି କିଛି ଶୁଣିବା ପାଇଁ ମିଳେ ଯାହା ଶୁଣିଲେ ଆଶ୍ଚର୍ଯ୍ଯ ଲାଗେ। ଆଜି ସେମିତି କିଛି ଘଟଣା ବିଷୟ ରେ ଆମେ କହିବାକୁ ଯାଉଛୁ।
ଆପଣ ସମସ୍ତେ ଜାଣିଥିବା ଯେ ଆମେ ଶୋଇଥିବା ବେଳେ ଯାହା କିଛି ବାସ୍ତବ ଦୁନିଆ ରେ ହୁଏ ତାହା ଆମକୁ ଜଣା ନଥାଏ। ଯଦି ଆପଣ ନିଜ ରୁମ ରେ ଏକା ଶୋଇଥିବେ ତ ରାତି ସାରା ଆପଣଙ୍କ ସହ କଣ ହେଲା ତାହା ମଧ୍ଯ ଜାଣି ପାରିବେ ନାହିଁ। କିଛି ଲୋକ ଅଛନ୍ତି ସେମାନେ ରାତି ସାରା କୋଡ ବଦଳଉ ଥାନ୍ତି। ଆଉ କିଛି ଲୋକ ଅଛନ୍ତି ଯଉମାନେ କି ରାତି ସାରା ନିଦ ରେ କଥା ହେଉଥାନ୍ତି। କିଛି ଲୋକ ନିଦ ରେ ମଧ୍ଯ ଚାଲନ୍ତି।
ଆଜି ଆପଣ ଙ୍କୁ ଏମିତି ଏକ ଝିଅ ବିଷୟ ରେ କହିବୁ ଯାହା ସହ ରାତି ରେ ଅନେକ କିଛି ଅଜବ ହୁଏ । ସକାଳେ ଉଠିଲା ବେଳେ ଶରୀର ରେ ଦାଗ ମଧ୍ଯ ଥାଏ। ପ୍ରଥମେ ଏହା କେବେ କେବେ ହେଉଥିଲା,ତେଣୁ ବାପା ମା ଏକେ ଧ୍ଯାନ ଦେଉନଥିଲେ। ଜଖମ ମଧ୍ଯ ଅଳ୍ପ ଅଳ୍ପ ହେଉଥିଲା କିନ୍ତୁ ସମୟ କ୍ରମେ ଏହା ଗଭୀର ହେବରେ ଲାଗିଲା ଏବଂ ପୁରା ଶରୀରରେ ଏପରି ଜଖମ ଦେଖାଗଲା।
ଏଥିପାଇଁ ଘରଲୋକ ଆହୁରି ଚିନ୍ତିତ ହୋଇପଡିଲେ। ଝିଅ ଟି ସ୍କୁଲ ଟୁର ରେ ଯାଇଥିଲା ଛୋଟ ଡ୍ରେସ ପିନ୍ଧି ଥିବାରୁ ସାଙ୍ଗ ମାନେ ମଧ୍ଯ ଏହି ବିଷୟ ରେ ପଚାରିଲେ। ସେତେବେଳେ ମଧ୍ଯ ଏମିତି ଦାଗ ସବୁ ଆସୁଥିଲା। ବାପା ମା ଭାବିଲେ ରକ୍ତରେ ଆଈରନ କମ ପାଇଁ ଏମିତି ହେଉଛି। ସେମାନେ ଡାକ୍ତର ଙ୍କ ପରାମର୍ଶ ନେବା ଆଗରୁ ଏକ ଏନଜିଓ କୁ ଜଣା ପଡିଲା ସେ ତା ବାପା ତାକୁ ମାରପିଟ କରୁଛନ୍ତି। ସବୁ ପ୍ରମାଣ ମଧ୍ଯ ତାଙ୍କ ବିରୋଧରେ ଯାଉଥିଲା।
କିନ୍ତୁ ଝିଅ ଟି କହିଲା କେହି ତାକୁ ମାରପିଟ କରନ୍ତିନି। ସକାଳୁ ଉଠିବା ବେଳେ ଏହି ଦାଗ ସବୁ ପଡିଯାଇଥାଏ। ତା ପରେ ଝିଅ ର ରୁମ ରେ କ୍ଯାମେରା ଲଗେଇଲେ ଏବଂ ଦେଖିଲେ ଯେ ବିନା କିଛି ସାହାରା ରେ ଝିଅ ଟି ପବନ ରେ ଉଡୁଛି। ଏହା ପରେ ସେମାନେ ଡାକ୍ତର ଙ୍କୁ ଦେଖେଇଲେ ତ ଡାକିତର କହିଲେ ଏହା କୌଣସି ରୋଗ ନୁହ୍ଁ,ବରଂ ଏହା ଖରପ ଆତ୍ମା ର ଛାୟା ଅଟେ।