ଆଶା ଅଛି ଆପଣମାନେ ପ୍ରାୟତଃ ଏହି ଆପ ବିଷୟ ରେ ଜାଣିଥିବେ। ଏହି ଆପ ଅଜଣା ନମ୍ବର କୁ ଚିହ୍ନିପାରେ। ଏହି ଆପ ର ଏହା କେବଳ ଗୋଟିଏ କାମ ନୁହେଁ। ଏହା ଆମକୁ ଆହୁରି ଅନେକ କାର୍ଯ୍ଯ ପାଇଁ ସାହାଯ୍ଯ କରେ।
ଆସନ୍ତୁ ଜାଣିବା ଏହି ସବୁ ବିଷୟ ରେ।
Truecaller ର କାମ କେବଳ କୋଲର କୁ ତିହ୍ନିବା ନୁହେଁ।
Truecaller ରେ ବେଙ୍କିଙ୍ଗ ର ସୁବିଧା ଅଛି।
Truecaller ରେ କୋଲ ରେକଡିଙ୍ଗ ମଧ୍ଯ ହୋଇପାରିବ।
Truecaller ର ମୁଖ୍ଯ କାମ କୋଲର ଆଇଡି ନିରୂପଣ କରିବା।
କୋଲର କୁ ଚିହ୍ନିବା:-
ଏହା ଆମେ ଜାଣିଛେ ଯେ କୋଲର କୁ ଚିହ୍ନିବା ପାଇଁ ଏହି ଆପ ବ୍ଯବହାର କରୁ। ନୀଳ ରଙ୍ଗ ଆସିବେ କୋଲର ଠିକ ଅଛି। ନାଲି ରଙ୍ଗ ଆସିଲେ କୋଲ ଜରୁରି ନୁହେଁ। କୋଲର ଙ୍କୁ ଚିହ୍ନି ପାରୁ ଥିବାରୁ ଏହି ଆପ କୁ କିଛି ଲୋକ ବିରୋଧ କରୁଛନ୍ତି।
କୋଲ ରେକଡିଙ୍ଗ:-
ଏଥିରେ କୋଲ ରେକଡିଙ୍ଗ ମଧ୍ଯ ହୋଇପାରିବ। କୋଲ କରିବା ବେଳେ କିମ୍ବା ରିସଭ କଲା ବେଳେ ସ୍କିନ ଉପରେ ରେକଡିଙ୍ଗ ପାଇଁ ଅପସନ ଆସିବ ।ଆପଣ ରେକଡିଙ୍ଗ ମଧ୍ଯ କରିପାରିବେ।
ଟ୍ରୁକୋଲର ଫଲସ ମେସେଜିଙ୍ଗ:-
ଏଥିରେ ମେସେଜ ମଧ୍ଯ କରିବପାରିବେ। ଧରାଯାଉ ଆପଣ ଅସୁବିଧା ରେ ପଡିଛନ୍ତି ତ ଆପଣ ପୂର୍ବ ରୁ ଲେଖିଥିବା ମେସେଜ ପଠେଇ ପାରିବେ।
ଟ୍ରୁକୋଲର ପେ:-
ସିଧା ଭାବେ କହିବା ପାଇଁ ଗଲେ ଏହାକୁ ଆମେ ପେଟିମ ଭଳି ବ୍ଯବହାର କରିପାରିବା। ଯେମିତି ପଇସା ପଠେଇବା ରିସଭ କରିବା,ରିଚାର୍ଜ କରିବା।
କଣ୍ଟାକ୍ଟ,କୋଲ ଲିଷ୍ଟ,ର ବେକଅପ:-
ଗୋଟିଏ କ୍ଲିକ ରେ ସବୁ କଟିଯାଇଥିବା ନମ୍ବର, କୋଲ ଲିଷ୍ଟ ପୁଣି ପାଇପାରିବା।
ଭିଡିଠ କୋଲ:-
ଏଥିରେ ଆମେ ଭିଡିଠ ରୋଲ ମଧ୍ଯବକରିପାରିବା।
ଆମ ତଥ୍ଯ କିପରି ଲାଗିଲା କମେଣ୍ଟ ମାଧ୍ଯମ ରେ ଜଣାନ୍ତୁ