ବ୍ଳଡ଼ ବ୍ୟାଙ୍କ ରେ ବି ଭେଜାଲ ରକ୍ତ , ପାଣି ଓ କେମିକାଲ ମିଶେଇ ହେଉଥିଲା କୃତିମ ରକ୍ତ .. ପଢନ୍ତୁ ପୁରା ଖବର

ଲଖନଊ ରେ ବଡ ରାକେଟ କେମିକାଲ ଓ ପାଣି ମିଶାଇ ବିକ୍ରି କରୁଥିଲେ ନକଲି ରକ୍ତ।
ୟୁପି ର ଏସଟୀଏଫ ର ରାଜଧାନୀ ଲଖନଊ ରେ ଚାଲୁ ଥିଲା ରକ୍ତ ର କଳା କାରବାର।

ଏସଟୀଏଫ ଅନୁସାରେ ମାଡିୟାଂବ ରେ ଏହି କଳା ଧନ୍ଦା ବହୁତ ଦିନ ଧରି ଚାଲୁଥିଲା। ଏଥିରେ ୭ଜଣ ଧରା ପଡିଛନ୍ତି। ସେମାନେ ରକ୍ତ ରେ କେମିକାଲ ଓ ପାଣି ମିଶେଇ ବିକ୍ରି କରୁଥିଲେ

ଏସଟିଏଫ ଗୁରବାର ଡେରି ରାତି ଯାଁଏ ମାଡିୟାଂବ ରେ ଥିବା ଦୁଇଟି ହସପିଟାଲ ରେ ଛାପା ମାରି ୮ୟୁନିଟ ରକ୍ତ ଜବତ କରିଛି। ୟୁପି ଏସଟିଏଫ ଏହି ମାମଲା ର ତଦନ୍ତ କରୁଛି। ଏସଟିଏଫ ର ଏହି ଚଢଉ ଗୋପନୀୟ ଥିଲା। ସ୍ଥାନୀୟ ପୋଲିସ କୁ ମଧ୍ଯ ଏହାର ସୁରାଗ ମିଳି ନଥିଲା। ଏହି ମାମଲା ର ଶୁକ୍ରବାର ପ୍ରେସ କନଫରେନ୍ସ ହୋଇପାରେ।

ଏସଟିଏଫ ଅନୁସାରେ ବ୍ଲଡ ବ୍ଯାଙ୍କ ଉପରେ୧୫ ଦିନ ରୁ ବନ୍ଦ କରି ପ୍ରମାଣ ଓ ସାଖୀ ଜୋଗାଡ କରି ଏସଟିଏଫ ର ଡିପ୍ଟୀ ଏସପି ଅମିତ ନାଗର ଙ୍କ ନେତୃତ୍ବ ରେ ଚଢଉ ହୋଇଥିଲା।

ଏସଟିଏଫ ଅନୁସାରେ ମେଡିକାଲ ଡିଗ୍ରି ନଥିବା କର୍ମଚାରୀ କାମ କରୁଥିଲେ। ଗିରଫ ଯୁବକ ମାନେ ଈଂଟର ଯାଏ ପଢିଛନ୍ତି। ଏକ ୟୁନିଟ ମିଶ୍ରିତ ରକ୍ତ ପାଇଁ ୩୫୦୦୦ ଟଙ୍କା ପାଉଥିଲେ। ଏମାନେ ଦିମଜୁରିଆ, ରିକ୍ସାବାଲା ଙ୍କ ଠାରୁ ୧୦୦୦-୧୨୦୦ଟଙ୍କା ରେ ରକ୍ତ କିଣୁଥିଲେ ସେଥିରେ ସେମାନେ କେମିକାଲ ଓ ପାଣି ମିଶାଉଥିଲେ।

ଏଭଳି କିଛି ତଥ୍ଯ ଲୋକ ଲଚନ କୁ ଆଣିବା ପାଇଁ ସାହାଯ୍ଯ କରନ୍ତୁ। ସତ୍ତର୍କ ରୁହନ୍ତୁ ଏବୁ ସୁରଖିତ ରୁହନ୍ତୁ। ଏହି ପୋଷ୍ଟ କୁ ଅଧିକ ରୁ ଅଧିକ ସେର କରନ୍ତୁ।

Leave a Reply