ଆପଣଙ୍କ ହାତ ରେ ତ୍ରୀଶୂଳ ଚିହ୍ନ ଅଛି କି? ଭାଗ୍ଯଶାଳୀ ଲୋକଙ୍କ ହାତ ରେ ଥାଏ ଏହି ଚିହ୍ନ,ମହତ୍ବ ଜାଣିବା ପାଇଁ ଆଗକୁ ପଢନ୍ତୁ।

ଲେକ ଙ୍କ ଭାଗ୍ଯ ରେଖା ରୁ ଅନେକ କିଛି ଜାଣିହୁଏ । ଭବିଷ୍ଯତ ବିଷୟ ରେ ମଧ୍ଯ କିଛି ସୂଚନା ମିଳିଥାଏ । ଯଦି ଆପଣଙ୍କ ହାତ ରେ ତ୍ରୀଶୂଳ ଅଛି ଆପଣଙ୍କ ସହ କିଛି ଭଲ ହେବ । ସମସ୍ତ ଙ୍କ ହାତ ରେ ନଥାଏ ଏହି ଚିହ୍ନ ।

ଶୁକ୍ର ଉପରେ ତ୍ରୀଶୂଳ:- ଜୀବନ ରେ ସତ ଭଲପୀଇବା ମିଳିବ । ଅନ୍ଯ ର ଭାବନା କୁ ବୁଝି ପାରନ୍ତି ।ସକାରତ୍ମକଲହୋଇଥାନ୍ତି

ମଙ୍ଗଳ ରେ ତ୍ରୀଶୂଳ :- ମଙ୍ଗଳର ତଳ ପର୍ବତ ଆଡେ ତ୍ରୀଶୂଳ ଥିବ ଏହାର ମାନେ ବ୍ଯକ୍ତି ର ବହୁତ ପରିଶ୍ରମ ଆଉ ବହୁତ ଡେରି ରେ ବହୁତ ଧନ ମିଳିବ । ମଙ୍ଗଳ ପର୍ବତ ଉପରେ ଥିଲେ ବ୍ଯକ୍ତି ସଫଳ ଏଥଲେଟ କିମ୍ବା ପୋଲିସ ହୁଏ ।

ମସ୍ତିକ ରେଖା ରେ ତ୍ରୀଶୂଳ:- ବ୍ଯକ୍ତି ର ଜୀବନ ରେ ସଫଳତା ମିଳିବ । ବ୍ଯବସାୟ ରେ ଭଲ ହେବ ।

ଚନ୍ଦ୍ର ପର୍ବତ ରେ ତ୍ରୀଶୂଳ:- ବ୍ଯକ୍ତି କଳ୍ପନାଶୀଳ , ରଚନାତ୍ମକ ହୁଏ ।ରେମାଣ୍ଟିକ ପ୍ରକୃତି ର ମଧ୍ଯ ହୋଇଥାନ୍ତି ।

ହୃଦୟ ରେଖା ଶେଷ ରେ ତ୍ରୀଶୂଳ :- ଶାରିରୀକ, ମାନସିକ ,ଭାବନାତ୍ମକ ଭୀବରେ ଅଧିକ ମଜଭୂତ । ଅଧିକ ଧନି ମଧ୍ଯ ହୋଇଥାନ୍ତି ।

ଭାଗ୍ଯ ରେଖା ଶେଷ ରେ ତ୍ରୀଶୂଳ:- ବ୍ଯକ୍ତି ସଫଳ ଓ ଭାଗ୍ଯବାନ । ବିଜନେସ ର ଭଲ ଲାଭ ମିଳିବ ।

ବୃହସ୍ପତି ପର୍ବତ ରେ ତ୍ରୀଶୂଳ:- ସଫଳତା ଓ ନେତୃତ୍ବ ନିଅନ୍ତି ।

ଶୋନି ପର୍ବତ ରେ ତ୍ରୀଶୂଳ:- ବୁଧିମାନ ଓ ବହୁତ ଧନ ସମ୍ପତି ର ମାଲିକ ହୋଇଥାନ୍ତି ।ବହୁତ ପରିଶ୍ରମ ଦ୍ବାରା ସଫଳତା ପାନ୍ତି ।

ସୂର୍ଯ୍ଯ ପର୍ବତ ରେ ତ୍ରୀଶୂଳ:-ଧନବାନ ,ସଫଳ ହେବା ସହ ଭଲ ଜୀବନ ଯାାପନ କରନ୍ତି ।

Leave a Reply