ଆମ ଦେଶରେ ୭୩୦୦ କୋଟିପତି ବଢିଲେ , କିନ୍ତୁ ୯୧ % ଯୁବକ ଙ୍କ ପାଖରେ ୭.୪ ଲଖ୍ଯ ରୁ କମ ସଂମ୍ପତି ।

୨୦୧୭ ରୁ ୨୦୧୮ ମଧ୍ଯରେ ୩.୪୩ ଲଖ୍ଯ କୋଟିପତି । ୨୦୨୩ ସୁଧା ୫.୨୬ ହେବାର ଅନୁମାନ କରାଯାଉଛି। ଜୁଲାଇ ୨୦୧୭ ରୁ ଜୁନ ୨୦୧୮ ମଧ୍ଯ ରେ ୭୩୦୦ କୋଟିପତି ବଢିଲେ । ଏମାନଙ୍କ ପାଖରେ ୪୪୪ ଲଖ୍ଯ କୋଟି ର ସମ୍ପତି ଅଛି । କିନ୍ତୁ ଦେଶ ର ୯୧% ଯୁବକ ଙ୍କ ପାଖରେ ୭.୪୦ ଲଖ୍ଯ ଟଙ୍କା ରୁ କମ ସମ୍ପତି ଅଛି ।

୩୪୦୦ ଲୋକ ଙ୍କ ପାଖରେ ୫ କୋଟି ରୁ ଅଧିକା ସମ୍ପତି:-

୭,୩୦୦ ନୂଆ କୋଟିପତି ଆମ ଦେଶରେ ବଢିଲେ । ୩୪୦୦ ଙ୍କ ପାଖରେ ୩୭୦ କୋଟି ର ସମ୍ପତି ଅଛି । ୧,୫୦୦ ଙ୍କ ପାଖରେ ମୋଟା ମୋଟି ଭାବରେ ୭୪୦ କୋଟି ସମ୍ପତି ଅଛି । ଗୋଟେ ରିପୋର୍ଟ ରୁ ଜଣାପଡିଛି , ଗୋଟେ ସୂତ୍ର ଅନୁସାରେ ଅନ୍ଯ ଦେଶ ତୁଳନା ରେ ଭାରତରେ ମହିଳା ମାନଙ୍କ ସମ୍ପତି ଅଧିକା ୧୮.୬% । ଦେଶ ର ୨୦-୩୦% ସମ୍ପତି ମହିଳା ମାନଙ୍କ ର।

ଧନି ଲୋକ ସଂଖ୍ଯା ବଢିବାରେ ଚିନ ଦ୍ବିତୀୟ ସ୍ଥାନ ରେ ଅଛି । ଏଠିକାର ଲୋକମାନଙ୍କ ସମ୍ପତି ୨.୩ ଟ୍ରିଲିଅନ ଡଲାର ଠାରୁ ବଢି ୫୨ ଟ୍ରିଲିଅନ ଡଲାର ହେଇଯାଇଛି. ଆସନ୍ତା ୫ ବର୍ଷ ମଧ୍ୟରେ ଧନୀ ଲୋକଙ୍କ ସଂଖ୍ୟା ବଢି କି ୨୩ ଟ୍ରିଲିଅନ ଡଲାର ହେବାର ଅନୁମାନ କରାଯାଉଛି ।

Leave a Reply