ଚିତା ରେ ଜଳୁଥିବା ଗର୍ଭବତୀ ନବବିବାହିତ ଝିଅ ର ପେଟ ଏମିତି ଫାଟିଲା ଯେ.. ଲୋକେ ବି ଦେଖିକି ମୁଣ୍ଡ ରେ ହାତ ଦେଲେ

ଆଜି ଗୋଟେ ଏମିତି କଥା କହିବି ଅପଣ ଙ୍କୁ ଯାହା ଆପଣ ଙ୍କୁ ଆଶ୍ଚର୍ଯ୍ୟ କରିଦେବ, କଥା ଟା ହଉଚି ଏହି ପରି ଯେ ଜଣେ ମହିଳା ଙ୍କର ଶବ ସ୍ମଶାନ ରେ ପୋଡା ହଉଥିଲା ସେହି ସମୟରେ ଜଳୁ ଥିବା ଚିତା ଭିତରୁ ପେଟ ଫାଟି ନବଜାତ ଛୁଆ ବାହାରକୁ ବାହାରି ପଡିଲା , କୁହାଯାଉଛି କି ଜଣେ ଗର୍ଭବତୀ ନବ ଵିଭାହିତା ର ଶବ ଯେତେ ବେଳେ ପୋଡା ହଉଥିଲା ଏହି ଘଟଣା ଘଟିଥିଲା , ରାମଗଡ଼ ର ନିବାସୀ ରାଜକୁମାର ଙ୍କ ବାହାଘର ୨୦୧୫ ରେ ହୋଇଥିଲା , ପାଖାପାଖି ବାହାଘର ୨ବର୍ଷ ପରେ ତାଙ୍କର ପିଲା ହବାର ଥିଲା କିନ୍ତୁ ଡାକ୍ତର ଙ୍କ ବେପରୁଆ ମନୋଭାବ ଯୋଗୁ ମା ଓ ପିଲା ଦୁଇ ଜଣଙ୍କ ଜୀବନ ଚାଲି ଗଲା.

ରାଜକୁମାର ଙ୍କ କହିବା ଅନୁସାରେ ତାଙ୍କ ପତ୍ନୀ ଙ୍କର ୯ ମାସ ଚାଲିଥିଲା , ଓ ତାଙ୍କ ସ୍ତ୍ରୀ ଙ୍କର ପ୍ରସୂତି ସମୟ ୪-୬ ଦିନ ରେ ହେବାର ଡାକ୍ତର କହିଥିଲେ. କିନ୍ତୁ ହଟାତ୍ ତାଙ୍କ ହାତ ଗୋଡ ଫୁଲି ବାକୁ ଲାଗୁଥିଲା ଓ ଡାକ୍ତର ଙ୍କ କହିବା ଅନୁସାରେ ତାଙ୍କର ରକ୍ତ ରେ ହେମୋଗ୍ଲୋବିନ କମ ହେଇଯାଇଛି ଓ ତାକୁ ୩ ଉନିଟ ରକ୍ତ ଚଢେଇବାକୁ ପଡିବ. ଲେବ ରେ ଟେକନିସିଆନ କହିଲେ କି ତମ ସ୍ତ୍ରୀ ଙ୍କ ବ୍ଲଡ଼ ଗୃପ ଏ ପୋଜ଼ଟିଭ କିନ୍ତୁ ଯେତେ ବେଳେ ପରିବାର ଲୋକେ ୨ଘଣ୍ଟା ଦୌଡ଼ି ଦୌଡ଼ି ରକ୍ତ ସଂଗ୍ରହ କରି ଆସିଲା ବେଳକୁ ଲେବ ଟେକନିସିଆନ କହିଲେ କି ଭୁଲ ରେ କହିଦେଲି ଏ ପୋଜ଼ଟିଭ କିନ୍ତୁ ପ୍ରକୁତରେ ତୁମ ସ୍ତ୍ରୀ ଙ୍କର ଏ ନେଗେଟିଭ , ଏମିତି କରି ତାଙ୍କୁ ହେଳା କରା ଗଲା ଓ ପରିବାର ଲୋକ ଙ୍କ ୬ ହଜ଼ାର ଟଙ୍କା ଅଧିକ ଖର୍ଚ ହେଳା ଓ ମୂଲ୍ୟବାନ ସମୟ ବି ନଷ୍ଟ ହେଇଗଲା.

ବିଳମ୍ବ ଯୋଗୁ ମା ର ମୃତ୍ୟୁ ହୋଇଗଲା କିନ୍ତୁ ଟା ପେଟ ରେ ଥିବା ପିଲା ଜୀବିତ ଥିଲା , କିନ୍ତୁ ଡାକ୍ତର ସେ ବିଷୟରେ କିଛି ନଭାବି ରୋଗୀ ମରିଯାଇଛି କହି ଚାଲି ଗଲେ କିନ୍ତୁ ଯଦି ମା ର ପେଟ କାଟି ପିଲା କୁ ବାହାର କରା ଯାଇଥାନ୍ତା ହୁଏତ ସେ ପିଲା ଜୀବିତ ଥାନ୍ତା , ମାତ୍ର କିଛିଦିନ ଭିତରେ ଜନ୍ମ ହବାକୁ ଯାଉଥିବା ପିଲା ର ଶବ ମାର ପେଟ ଫଟେଇ ଯେତେ ବେଳେ ବାହାରକୁ ବାହାରି ଗଲା ସେତେ ବେଳେ ଲୋକେ ବି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ , ପୁରା ସଫା ସଫା ଦିଶୁଥିଲା କି ପିଲା ଜୀବିତ କୁ ବଞ୍ଚା ଯାଇ ପରି ଥାନ୍ତା , ପରିବାର ଲୋକେ ହସ୍ପିଟାଲ ବିରୁଦ୍ଧରେ ବହୁତ ଅଭିଯୋଗ ଆଣିଛନ୍ତି.

Leave a Reply