ମନବଳ ଓ ଆତ୍ମବିଶ୍ବାସ ଯଦି ଥାଏ କୌଣସି ରୋଗ ଜୀବନ ରେ ବ୍ରେକ ଲଗେଇ ପାରିବନି । ଦୃଢଇଛ୍ଥା ଶକ୍ତି ଥିବା ଏଇ ଭାବନା ମଧ୍ୟ ପ୍ରଦେଶ ର ବର୍ବାନି ଶହର ଥାନା ର ଏଏସାଇ ମୋହନ ତିବାରୀ ଙ୍କ ର ।
୬୦ ବର୍ଷ ର ତିବାରୀ ମୁହଁ କ୍ଯାନସର ରେ ପିଡିତ, ଡାକ୍ତର ଙ୍କ କହିବା ଅନୁସାରେ ଶେଷ ଅବସ୍ତା , ବିଶ୍ରାମ ନେବାକୁ ପରାମର୍ଷ ଦେଇଛନ୍ତି । ତଥାପି ସେ ପୁରା ମନ ଦେଇ ଡ୍ଯୁଟି କରୁଛନ୍ତି । ପୋଲିସ ଚାକିରି କୁ ନେଇ ତାଙ୍କ କହିବା କଥା କି ଇଏ କୌଣସି ସାଧାରଣ ଚାକିରି ନୁହଁ ସାମାଜିକ କର୍ତ୍ତବ୍ଯ ମଧ୍ଯ । ଚିକିତ୍ସା ପାଇଁ ମଧ୍ଯ ଛୁଟି ନେବା ଜରୁରି ମନେ କଲେ ନାହିଁ ସେ । ନଭେମ୍ବର ୨୦୧୭ ରେ ଅପରେସନ ହୋଇଥିଲା ତା ପରେ ମଧ୍ଯ ଲମ୍ବା ଛୁଟି ନେଇ ନାହାଁନ୍ତି । ସେ କହିଲି କି ଶେଷ ନିଶ୍ବାସ ପର୍ଯ୍ୟନ୍ତ ବରଦି ପିନ୍ଧି ଡୁଟି କରିବେ । ଏବେ ବି ସେ ପୂର୍ବଭଳି ଡ୍ଯୁଟି କରୁଛନ୍ତି । ଅପରାଧ ଓ ଅପରାଧି ଙ୍କ ଉପରେ ନଜର ରଖିଛନ୍ତି ।
ପ୍ରଥମ ଓ ଶେଷ ଥାନା ବର୍ବାନି:
ଏଏସାଇ ତିବାରୀ ମହିଶୂର ବାସିନ୍ଦା ଅଟନ୍ତି ।ବରଦି ପିନ୍ଧିବାର ୩୪ ବର୍ଷ ହୋଇଗଲାଣି । ଚାକିରି ଆରମ୍ଭ ବଡବାନୀ ଥାନା ରୁ କରିଥିଲେ । ଅବସର ମଧ୍ଯ ବଡବାନୀ ଥାନା ରୁ ନେବେ । ଥାନା ର ଅନ୍ଯ କର୍ମଚାରି ମାନେ ମଧ୍ଯ କୁହନ୍ତି ଯେ ତିବାରୂ ପୁରା ମନ ଲଗେଇ କାମ କରନ୍ତି । କ୍ଯାନସର ହେବା ପରେ ମଧ୍ଯ ଭାଙ୍ଗି ନ ପଡି ନିଜ ଡ୍ଯୁଟି କରି ଚାଲିଛନ୍ତି ।
ଏଥିରୁ ଆମେ ଜାଣିଲେ ଯେ ଆତ୍ମବିଶ୍ବାସ ଦୃଢ ହେଲେ ସବୁ ସମ୍ଭବ ।