ଯଦି ଆପଣ ଜୀବନରେ ଉର୍ନତି କରିବାକୁ ଚାହୁଁଛନ୍ତି,ତାହାଲେ ଏହି ୩ଟି କାର୍ଯ ରେ ଲଜ୍ଜ୍ଯା କରିବେ ନାହିଁ ନହେଲେ ପସ୍ତେଇବେ।

ନମସ୍କାର ବନ୍ଧୁଗଣ , ଆଜିଯାଏ ଆପଣ ମାନେ ଶୁଣିଥିବେ ଯେ ଲଜ୍ଜ୍ଯାହୀନ ହୁଅ ନାହିଁ । କିନ୍ତୁ ଏହା ଶୁଣି କି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଆଚାର୍ଯ୍ଯ ଚାଣକ୍ଯ କହିଛନ୍ତି ଯେ ଯଦି ଜୀବନ ରେ ଖୁସି ରେ ରହିବାକୁ ଚାହୁଁଛ ତେବେ ୩ଟି ଜିନିଷ ରେ କେବେ ଲଜ୍ଜ୍ଯା କରିବ ନାହିଁ । ସେଗୁଡିକ ହେଲା :-

୧-ଭୋଜନ ସମୟ ରେ ଲଜ୍ଜ୍ଯା କରିବା ଅନୁଚିତ। କାରଣ ଭୋଜନ ସମୟ ରେ ଲାଜ କଲେ ଭୋକ ରେ ରହିବାକୁ ପଡିବ।

୨- ପାଠ ପଢ଼ିବା ସମୟ ରେ ମଧ୍ଯ ଲାଜ କରିବା ଅନୁଚିତ ।ଯାହା ପ୍ରଶ୍ନ ସନ୍ଦେହ ଅଛି ତାକୁ ଲାଜ ନ କରି ପଚାରିବା ଦରକାର । ବିଦ୍ଯା ରେ ଲାଜ କଲା ବ୍ଯକ୍ତି ଜୀବନ ରେ ସଫଳ ହୋଇ ପାରିବ ନାହିଁ ।

୩-ଧନ କମେଇବା ପାଇଁ କୌଣସି କାମ ଛୋଟ କିମ୍ବା ବଡ ନୁହେଁ । କୀର୍ଯ୍ଯ କରିବା ଯମୟ ରେ ଲାଜ କରିବା ଅନୁଚିତ । କାରଣ କାର୍ଯ୍ୟ ହି ପରମ ଧର୍ମ ଅଟେ।

Leave a Reply