ଆଜି ଆପଣ ଙ୍କୁ ସ୍ବାସ୍ଥ ସମ୍ପର୍କିତ କିଛି ତଥ୍ଯ ଉପସ୍ଥାପନା କରୁଛୁ ।ଆଶା କରୁଛୁ ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ । ବନ୍ଧୁଗଣ ଦୁନିଆ ରେ ବହୁତ ରୋଗ ଅଛି, କିନ୍ତୁ କ୍ଯାନସର ଅନ୍ଯତମ ଅଟେ । କ୍ଯାନସର ଶରୀର ର ବିଭିନ୍ନ ଅଙ୍ଗ ରେ ହେବା ର ଜଣାଯାଏ । ଆଜି ଆମେ ମୁହଁ ର କ୍ଯାନସର ର ଲଖ୍ଯଣ ବିଷୟ ରେ ଜାଣିବା । କ୍ଯାନସର ଏପରି ଏକ ରୋଗ ଯଉ ରୋଗ ପାଇଁ ରୋଗୀ କୁ ଅନେକ ଅସୁବିଧା ର ସମ୍ମୁଖିନ ହେବାକୁ ପଡିଥାଏ । କିଛି ଲଖ୍ଯଣ ମୁହଁ କ୍ଯାନସର ଯାହା ଫଳ ରେ ଆପଣ ଆଗରୁ ଜାଣି ପାରିବେ । ଭଗବାନ କରନ୍ତୁ ସେମିତି ନ ହେଉ ଆମେ ଆପଣଙ୍କୁ କେବଳ ଲଖ୍ଯଣ ଗୁଡିକ କହିଦେଉଛୁ ।
୧-ଯଦି ଆଘାତ ଲାଗି ମୁହଁ ରୁ ରକ୍ତ ବହୁଛି ତ ଏଇଟା ସାମାନ୍ଯ କଥା କିନ୍ତୁ ବିନା ଆଘାତ ରେ ମୁହଁ ରୁ ରକ୍ତ ବାହାରିବା କ୍ଯାନସର ର ଏକ ଲଖ୍ଯଣ ।
୨-ମୁହଁ ରେ ଧଳା ଦାଗ ପଡିବା କିମ୍ବା ଧଳା ଛେପ ପଡିବା ମଧ୍ଯ କ୍ଯାନସର ର ଲଖ୍ଯଣ ।
୩-ବୃଦ୍ଧାବସ୍ଥା ରେ ଦାନ୍ତ ପଡିବା ସାମାନ୍ଯ କଥା କିନ୍ତୁ ବୟସ ପୂର୍ବ ରୁ ଦାନ୍ତ ପଡିବା ମଧ୍ଯ କ୍ଯାନସର ର ସଂକେତ ।
୪-ଟଣ୍ତସିଲ ଯଦି ବାରମ୍ବାର ହେଉଛି ଥରେ ଡାକ୍ତର ଙ୍କ ସହ ପରାମର୍ଶ କରିନେବା ଉଚିତ ।
ଯଦି ଆମ ତଥ୍ଯ ଭଲ ଲାଗିଲା କମେଣ୍ଟ ମାଧ୍ଯମ ରେ ଜଣାନ୍ତୁ ।