ଆପଣମାନେ ଆଶ୍ଚର୍ଯ୍ୟ ହେଇ ଗଲେ ନା , ଭାବୁ ଥିବେ ଏହି ଅଣ୍ଡା କୌଣସି ମା ପକ୍ଷୀ ର ହୋଇଥିବ କି କୋଉ କୁକୁଡ଼ା ର ହୋଇଥିବ କିନ୍ତୁ ଇଣ୍ଡୋନେସିଆ ର ଏକ ପରିବାର ରେ ଜନ୍ମ ଗୋଟେ ପିଲା ଅଣ୍ଡା ଦେଉଛି , ଆଜ୍ଞା ହଁ ଆପଣ ଯଦି ସତ ଜାଣିବେ ଆପଣ ଙ୍କର ବି ମୁଣ୍ଡ ଘୁରେଇ ଦେବ ପ୍ରକୁତରେ କଣ ଏହି ଘଟଣା.
ଆମେରିକା ର ନିଉଜ଼ ପେପେର ଡ ଡେ଼ଲି ମୈଲ ଅନୁସାରେ ଇଣ୍ଡୋନେସିଆ ର ଗୋବ ନାମକ ଏକ ଗାଁ ରେ ଏକ ଏମିତି ଘଟଣା ସମୁଖ କୁ ଆସିଛି ଯାହା ସମଗ୍ର ବିଶ୍ୱ ର ଧ୍ୟାନ ଆକର୍ଷଣ କରିଛି. ଏହାହିଁ ଗାଁ ର ଏକ ୧୮ ବର୍ଷ ର ପିଲା ଯାହା ର ନାମ ଆକମଲ ଅଟେ , ଏହି ପିଲା ବିଗତ ୨ ବର୍ଷ ହେଲା କୁକୁଡ଼ା ପରି ଅଣ୍ଡା ଦେଇ ଆସୁଛି ଯାହାକୁ ଦେଖି ଡାକ୍ତର ମାନେ ବି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି. ସୋସିଆଲ ମେଡିଆ ରେ ଏକ ଏମିତି ଭିଡିଓ ସାମ୍ନା ରେ ଆସିଛି ଯେଉଁଥିରେ ଆକମଲ ଅଣ୍ଡା ଦେଉଛି.
ଆକମଲ ର ପରିବାର ର ଏହା ଦାବି ଯେ ସେ ବିଗତ ୨ ବର୍ଷ ରେ ୨୦ଟି ଅଣ୍ଡା ଦେଇଛି , ନିଜ ଆଖି ସାମ୍ନା ରେ ଅଣ୍ଡା ଦେବାର ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଗଲେ ତଥାପି କିଛି ଲୋକ ଙ୍କ ସନ୍ଦେହ ଯେ ସେ କୌଣସି ଟ୍ରିକ ଦ୍ୱାରା ଏସବୁ କରେ ଓ ଆଗରୁ ନିଜ ଶରୀର ରେ ଅଣ୍ଡା ରଖିଦିଏ.
ଏହାକୁ ମିଛ କି ସତ ଜାଣିବାକୁ କିଛି ଡାକ୍ତର ଙ୍କ ସହ ଗାଁ ଲୋକ ଏକ୍ସରେ ବାହାର କଲେ ଆକମଲ ର , ଓ ଏକ୍ସରେ ରେ ସ୍ପଷ୍ଟ ଦେଖା ଯାଉଥିଲା କି ତା ପେଟ ଭିତରେ ଅଣ୍ଡା ଅଛି , ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ , ଡାକ୍ତର ଙ୍କ ସାମ୍ନା ରେ ସେ ୨ଟା ଅଣ୍ଡା ଦେବାର ଦେଖି ଜଣେ ଏହାକୁ ବିଡ଼ିଓ କରି ନେଇଥିଲେ ଯାହା ସୋସିଆଲ ମିଡ଼ିଆ ରେ ବହୁତ ଭାଇରଲ ହୋଇଥିଲା ,ଡାକ୍ତର ଯେତେ ବେଳେ ସେ ଅଣ୍ଡା କୁ ଭାଂଗି କି ଦେଖିଲେ ସେଥିରେ ହଳଦିଆ କେଶର ଥିଲା ଓ ଅନ୍ୟଟିରେ କେଶର ନଥିଲା, ପରିବାର ଲୋକ ଙ୍କ କହିବା ଅନୁସାରେ ତାଙ୍କ ପୁଅ ଙ୍କୁ ବହୁତ କଷ୍ଟ ହୁଏ ସବୁ ଥର ଯେବେ ସେ ଅଣ୍ଡା ଦିଏ.
ଏହା ଭିତରେ ବିଦେଶ ର ବହୁତ ଡାକ୍ତର ତାଙ୍କ ଉପରେ ନଜର ରଖିଛନ୍ତି ଓ ବହୁତ ଜଲ୍ଦି ତାଙ୍କର ପରୀକ୍ଷା ପାଇଁ ସେ ବାହାର ଦେଶ ର ଡାକ୍ତରଖାନା ଯିବାର ଅଛି.