ଆଖି ଆମ ଶରୀର ର ବହୁତ ଗୁରୁତ୍ୱପୂର୍ଣ ଅଙ୍ଗ ଆଉ ବିନା ଆଖି ରେ ଜୀବନ କେତେ ନୀରର୍ଥକ ତାହା ଆମେ ଗୋଟେ ସେକେଣ୍ଡ ଆଖି ବନ୍ଧ କରି ଜାଣିପାରିବା, ଯାହା ପାଖ ରେ ଆଖି ନାହିଁ ସେ ହିଁ ବୁଝିଥିବା ଆଖି ବିନା ଜୀବନ କେତେ ନିରର୍ଥକ , ସେଥିପାଇଁ ନିଜର ଆଖି ର ଯତ୍ନ ନବା ବହୁତ ଗୁରୁତ୍ୱ ପୁର୍ଣ ଆଜି ମୁ ଆପଣ ଙ୍କୁ କହିବି କିଛି ଏମିତି ଭୁଲ ବିଷୟରେ ଯାହା କଲେ ଆମେ ସବୁଦିନ ପାଇଁ ନିଜ ର ଆଖି କୁ ହରେଇବସିବା. ଏହି ଭୁଲ ଆମେ ଆମ ଅଜାଣତ ରେ ଅନେକ ବାର କରୁ କିନ୍ତୁ ଆମେ ଏଠି ପ୍ରତି ଧ୍ୟାନ ଦେଉନା , ତେଣୁ ଆଜି ମୁ ଆପଣ ଙ୍କୁ ଏମିତି କିଛି ଭୁଲ ବିଷୟରେ କହିବି ଯାହା କରି ଆମେ ନିଜର ଆଖି କୁ ଦିନକୁ ଦିନ ଦୁର୍ବଳ କରିଦେଉ.
ଡିଜିଟାଲ ଦୁନିଆ ରେ ଏବେ ଯୁବ ପିଢ଼ି ମୋବାଇଲ , ଲାପଟପ , କମ୍ପୁଟର ବ୍ୟବହାର ରେ ବହୁତ ଅଭ୍ୟସ୍ତ ହୋଇ ଗଲେଣି , ସକାଳ ହଉ ହଉ ମୋବାଇଲ ଦେଖିବା ଅଭ୍ୟାସ ବି ବହୁତ ଲୋକ ଙ୍କ ର ଅଛି କିନ୍ତୁ କିଛି ଲୋକ ଲକ୍ଷ କରିଥିବେ ମୋବାଇଲ ବେବହାର ସମୟ ରେ ଆମ ଆଖି ରୁ ପାଣି ଗାଡି ଆସେ ଓ କେବେ କେବେ ପ୍ରବଳ ମୁଣ୍ଡ ବିନ୍ଧା ବି ହୁଏ ଏହାର ମାନେ ଆପଣ ଙ୍କ ଆଖି ଉପରେ ପ୍ରଭାବ ପଡିଛି ଓ ଯଥା ସମ୍ଭବ ଅପଣ ସେହି ସମୟ ରେ କିଛି ମିନିଟ ପାଇଁ ମୋବାଇଲ କୁ ଆଖି ପାଖରୁ ଦୁରେଇ ରଖି ଦିଅନ୍ତୁ.
ଘରେ ଯଦି ଆପଣ ଅଲଗା ଅଲଗା ର ବଲ ବେବହାର କରୁଛନ୍ତି ତେବେ ସାବଧାନ , ମନେ କରନ୍ତୁ ଆପଣ ଲିଭିଂ ରୁମ ରେ 100watt ର ବଲ ଲଗେଇଛନ୍ତି ଓ ବେଡ଼ ରୁମ ରେ 30 watt ର ,ତେବେ ଏହାଦ୍ୱାରା ଆପଣ ଙ୍କୁ ଅନ୍ଧାର କଣା ହବାର ଯଥେଷ୍ଟ ସମ୍ଭାବନା ଅଛି , କେବେ ବି ରାତିରେ ରାସ୍ତା କଡା ରେ ଥିବା mercury light କୁ ବେଶୀ ସମୟ ଅନେଇ କି ରହନ୍ତୁନି, ଏହାଦ୍ୱାରା ଆପଣ ଙ୍କ ଆଖି ର କୋଷିକା ନଷ୍ଟ ହୋଇଯାଏ ଓ କମ ଦିନ ରେ ଆପଣ ଅନ୍ଧ ହୋଇ ଯିବେ.