ଆଜି ମୁ ଆପଣଙ୍କୁ କହିବାକୁ ଯାଉଛି କି ଅଣ୍ଡା ର କିଛି ପାର୍ଶ ପ୍ରତିକ୍ରିୟା , ଆପଣମାନଙ୍କୁ ଅଣ୍ଡା ଖାଇବା କୁ ଭଲ ଲାଗୁ ଥିବ , ଏହା ମଧ୍ୟ ବହୁତ ପୃଷ୍ଟିକର ଓ ଶରୀର ପାଇଁ ହିତକର କହି ରଖୁଛି ଯେ ଅଣ୍ଡା ରେ ପ୍ରୋଟିନ ,କାର୍ବୋହାଇଡ୍ରେଡ଼ , କାଲସିଉମ ଜିଙ୍କ ଓ ଅମିନୋ ଏସିଡ ବି ଅଛି ଯାହା ଶରୀର କୁ ରୋଗ ପ୍ରତିଶୋଧକ ଶକ୍ତି ବୃଦ୍ଧି କରିବା ସହ ବହୁତ ଶକ୍ତି ସାଳି ବନେଇ ଦେଇ ଥାଏ.
ତଥାପି ଏମିତ କିଛି ଏମିତି ଜିନିଷ ଅଛି ଯାହା ଅଣ୍ଡା ଖାଇବା ପରେ ଖାଇଲେ ଆମେ ଯଦି ଖାଇ ବୁ ତାହାଲେ ଆମ ଶରୀର ରେ ବହୁତ ବଡ ଭାବେ ପାର୍ଶ୍ୱପ୍ରତିକ୍ରିୟା ଦେଖା ଦେବ, ଯାହା ଆମ ପାଇଁ ବିଷ ପରି କାମ ଦେବ ତା ଆସନ୍ତୁ ଜାଣିବା ସେଇ ଜିନିଷ ବିଷୟରେ.
ସାଙ୍ଗ ମାନେ କେବେ ବି ଅଣ୍ଡା ଖାଇଲା ପରେ ସଂଗେ ସଂଗେ କ୍ଷୀର ପିଅନ୍ତୁ ନାହିଁ , ଡ଼କ୍ଟର ମାନଙ୍କ କହିବା ଅନୁସାରେ ଏହା କଲେ ଆପଣ ଙ୍କ ଶରୀର ରେ ବିଭିନ୍ନ ପ୍ରକାର ଧଳା ଧଳା ଦାଗ ହେବ ଓ ଏହା ସମଗ୍ର ଶରୀର ରେ ବ୍ୟାପି ଯିବାର ସଂଭାବନା ଅଛି ,ଏହା ସହ ଅଣ୍ଡା ଖାଇଲା ପରେ କେବେ ବି କଦଳୀ ଖାଆନ୍ତୁ ନାହିଁ କାରଣ ଏହା କରିବା ଦ୍ୱାରା ଆପଣ ଙ୍କ ଶରୀର ରେ ଅଣ୍ଡା ଓ କଦଳୀ ର ମିଶ୍ରଣ ହୋଇ ବିଷାକ୍ତ ଗସ ହୋଇଯିବ ଓ ଏହାଦ୍ୱାରା ଆପଣ ଙ୍କ ମୃତୁ ବି ହୋଇଯାଇ ପାରେ.
Souirce : https://www.snopes.com/fact-check/eating-egg-banana/