ଆଜି ମୁ ଆପଣ ଙ୍କୁ ଗୋଟେ ଏମିତି ଗଛ ବିଷୟରେ କହିବି ଯାହା ଆପଣ ମାନେ ବି ଜାଣି ଥିବେ କିନ୍ତୁ ସେ ଗଛ ର ଉପକାରିତା ବିଷୟରେ ଆପଣ ଅଜଣା ଥିବେ , ତେବେ ଆସନ୍ତୁ ଜାଣିବା ସେ ଗଛ କଣ ଓ ସେ ଗଛ କୁ କେମିତି ଆପଣ ଙ୍କ ଉପକାର ରେ ଲାଗି ପାରିବ. ଏହାର ନାମ ହେଲା ଅପାମାର୍ଗ , ରାସ୍ତା କଡରେ ଏଇ ଗଛ ବହୁଳ ପରିମାଣରେ ମିଳିଥାଏ ତେବେ ଯଦି ଆପଣ ଙ୍କ ର ବହୁ ପୁରୁଣା ଜର ଓ ଥଣ୍ଡା କାଶ ରୋଗ ଅଛି ତେବେ ଏହି ଗଛ ର ରସ ଓ କିଛି ମହୁ ସହ ମିଶେଇ ସେବନ କଲେ ଆପଣ ଙ୍କ ପୁରାତନ ଜର ଭଲ ହୋଇଯିବ.
ଯଦି ଆପଣ ଙ୍କୁ ଅନ୍ଧାର କଣା ରୋଗ ଅଛି ଓ ଅଳ୍ପ ଆଲୋକ ରେ ଆପଣ ଙ୍କୁ କିଛି ଦେଖିବାରେ ଅସୁବିଧା ହେଉଛି ତେବେ ଏହି ଗଛ ର ପତ୍ର କୁ ଶୁଖେଇ ପାଉଡର ଆକାର ରେ ରାତି କୁ 6 ଗ୍ରାମ ଲେଖାଏଁ ସେବନ କଲେ ଏହି ରୋଗ ତିନି ଦିନ ମଧ୍ୟ ରେ ଶେଷ ହୋଇଯିବ , ଓ ଏହା ଛଡା ଯଦି ଆପଣ ଙ୍କର ପେଟ ରେ ଚର୍ବି ବୃଦ୍ଧି ହଉଚି ତାହାଲେ ଏହି ଗଛ ର ପତ୍ର କୁ କଞ୍ଚା ସକାଳୁ ଖାଇବା ଦ୍ୱାରା ଚର୍ବି ହ୍ରାସ ହୁଏ.
ଏହା ଛଡା ଏହାକୁ ଚର୍ମ ଚିକ୍କଣ ପାଇଁ ମଧ୍ୟ ବେବହାର କରାଯାଏ , ଏହାର ପତ୍ର କୁ ଗରମ ପାଣି ରେ ସିଝାଇ ଚେରେ ର ଲଗେଇଲେ ବ୍ରଣ ରୁ ମୁକ୍ତି ମିଳେ. ନିହାତି ଭାବେ ଏହାକୁ ପରୀକ୍ଷା କରି ଦେଖନ୍ତୁ , ଆଉ ଏଇ ଗଛ କୁ ଆପଣ ଙ୍କ ଅଂଚଳ ରେ କଣ କହନ୍ତି ଆମକୁ କମେନ୍ଟ କରି ଜଣେଇବାକୁ ଅନୁରୋଧ.