ସଂଜୀବନୀ ପରି ଏହି ଗଛ,ଯଦି ମିଳିଯିବ ଛାଡନ୍ତୁନି.. ନହେଲେ ପରେ ଅନୁତାପ କରିବେ.

ଅରଖ ଫୁଲ ଓ ଗଛ କୁ ବିଭିନ୍ନ ନାମ ରେ ଜଣା ଯାଏ , ଏହା କୋଉଠି ଲଗା ଯାଏନି ଏହା ନିଜ କୁ ନିଜେ ଉଠି ଥାଏ , ଏଠିରେବ ଧଳା ଓ ନୀଳ ରଙ୍ଗ ର ଫୁଲ ଫୁଟି ଥାଏ , ଏହା ୧୨୦ ସେମି ରୁ ୧୫୦ ସେମି ପର୍ଯନ୍ତ ଲମ୍ବା ହୋଇଥାଏ , ଏହା ଖାସ କରି ଜଙ୍ଗଲ ଏରିଆ ରେ ବହୁଳ ଭାବେ ମିଳିଥାଏ , କେଲଟିଅପିସ ଜୟଜେଣ୍ଟିନା ନାମରେ ଏହା ହୋମେଓପାଟିକ ଓଷଦ ରୂପେ ବେବହାର କରା ଯାଏ.

ଗରମ ଦିନେ ଏହି ଗଛ ବହୁତ ସବୁଜ ଓ ଫୁଲ ସହ ସୁନ୍ଦର ଲାଗେ , ଏହାକୁ ଅନ୍ୟ ନାମେ ମଡ଼ାର, କ୍ଷିରଫଳ , ଶୁକରଫଳ , ଅଖଣ୍ଡ , ପଠାରି, ଖରାକ , ରୁଈ , ଉଷାର , ନାମରେ ଜଣା ଯାଏ ..
ଆମେ ଏହାକୁ ଜଙ୍ଗଲୀ ଗଛ ଓ ବିଷ ଗଛ ଭାବି ଅଣ ଦେଖା କରିଦେଉ , କିନ୍ତୁ ଏହା ବହୁତ ଲାଭ ଦାୟକ, ଆଜି ମୁ କହିବି ଏସବୁ ଛଡା ଏହି ଫୁଲ ଆଉ କି କି କାମରେ ଲାଗି ପାରି ପାରିବ.

ବିଛା ଯଦି ଆପଣ ଙ୍କୁ ଡଙ୍କ ମାରି ଦେଇଛି ତାହାଲେ ଏହି ଗଛ ର କ୍ଷୀର ସେ ଜାଗା ରେ ପକେଇଲେ ବିଶେଷ ଆରାମ ମିଳିଥାଏ ,ଯଦି କୌଣସି ଘା ଆପଣ ଙ୍କର ଶୁଖୁନି କିମ୍ବା ସେପିଟିସି ଆଡକୁ ଗତି କରୁଛି ତେବେ ଏହାର ପତ୍ର ଟିକେ ଉଷୁମ ସୋରିଷ ତେଲ ଦେଇ ଘା ଉପରେ ଲଗେଇ ରଖିଲେ ଅନେକ ଆରାମ ମିଳିବ , ଏହାର ଚେର କୁ ଛେଚି ଅଣ୍ଡାକୋଷ ରେ ଲଗେଇଲେ ଏହା ବୃଦ୍ଧି ହେଇ ନଥାଏ.

 

Source of the article : Click here to read more 

Leave a Reply