ଭୁଲ ରେ ବି ସିଝା ଅଣ୍ଡା ସହ ଏହି ୨ଟା ଜିନିଷ ଖାନ୍ତୁନି , ନହଲେ ବିପଦ ରେ ପଡିପାରନ୍ତି ଆପଣ.

ସାଙ୍ଗ ମାନେ ଅଣ୍ଡା ଖାଇବା ଆମ ଶରିର ପାଇଁ ବହୁତ ଫାଇଦା ଜନକ , ସେଥିପାଏ ଲୋକେ ଅଣ୍ଡା କୁ ଶିଝେଇ କି ନହେଲେ ଭାଜି କି ଖାଇ ଥାନ୍ତି , ଯାହା ଦ୍ୱାରା ଶରୀର କୁ ଅନେକ ପୃଷ୍ଟି ଜନକ ଭିଟାମିନ ମିଳି ଥାଏ ଓ ଶକ୍ତି ବି ମିଳିଥାଏ। କିନ୍ତୁ ଏସବୁ ଭିତରେ ଆପଣ ଙ୍କୁ ଅଣ୍ଡା ଖାଇବା ର ଠିକ ପଦ୍ଧତି ବିଷୟରେ ଜାଣି ରଖିବା ଉଚିତ କାରଣ କିଛି ଜିନିଷ ଏମିତି ବି ଅଛି ଯାହା ସହ ଆପଣ ଯଦି ଅଣ୍ଡା ଖାଇବେ ତାହାଲେ ପାର୍ଶ ପ୍ରତିକ୍ରିୟା ହବାର ଅନେକ ଚାନ୍ସ ଅଛି। ତାହେଲେ ଆସନ୍ତୁ ଜାଣିବା କେଉଁ କେଉଁ ଜିନିଷ ସହ ଅଣ୍ଡା ଖାଇବା ଉଚିତ ନୁହେଁ।

ଏହି ପୋଷ୍ଟ ରେ ଆମେ ୨ ତା ଜିନିଷ ବିଷୟରେ କହିବୁ ଯାହା ସହ ଅଣ୍ଡା ଖାଇଲେ ଭୟାନକ ପାର୍ଶ ପ୍ରତିକ୍ରିୟା ହବାର ଚାନ୍ସ ଅଛି।

୧- ମାଛ:

କେବେ ପାଣିଆ ଖିଆ ମାଛ ସହ ସିଝା ହୋଇଥିବା ଅଣ୍ଡା ର ସେବନ କରନ୍ତୁ ନାହିଁ କାରଣ ଏହା କଲେ ଆପଣ ଙ୍କ ସାରି ର ରେ ଭୟାନକ ପାର୍ଶ ପ୍ରତିକ୍ରିୟା ହବ। ଆପଣ ଙ୍କ ଚେହେରା ସମ୍ପୂର୍ଣ ଭାବେ ଖରାପ ହୋଇଯିବାର ଚାନ୍ସ ଅଛି। ନାଲି ନାଲି ଦାନା ଭଳି ହୋଇ ପୁରା ଚେହେରା ଖରାପ ହବାର ଚାନ୍ସ ଅଛି , ଓ ଏହା ସବୁ ଦିନ ପାଇଁ ରହିଯିବ କେବଳ ଚେହେରା ନୁହେ ଶରୀର ର ବାକି ଅଂଶ ରେ ମଧ୍ୟ ଭୟାନକ ଏଲ୍ରଜ଼ୀ ହେଇଯିବ।

୨- ଲେମ୍ବୁ:

ମାନେ ରଖନ୍ତୁ କେବେ ବି ସିଝା ଅଣ୍ଡା ଖାଇ ସାରି ଲେମ୍ବୁ ର ସେବନ କରନ୍ତୁନି ଯଦି ଏହା ଆପଣ କରନ୍ତି ଆପଣ ଙ୍କୁ ଗମ୍ଭୀର ସମସ୍ୟା ର ସାମ୍ନା କରିବାକୁ ପଡିପାରେ। ସିଝା ଅଣ୍ଡା ଖାଇ ଲେମ୍ବୁ ଖାଇଲେ ଆପଣ ଙ୍କୁ ହୃଦଘାତ ହେଇଯିବାର ସମ୍ଭାବନା ଅଛି ଓ କିଛି ସମୟ ଭିତରେ ଆପଣ ଙ୍କ ମୃତ୍ୟୁ ହେଇ ଯାଇ ପାରେ।

Leave a Reply