କେରଳ ରେ ଆସିଥିବା ଭୟାନକ ବନ୍ୟା ପରେ ରାଜ୍ୟ ରେ ହୋଇଥିବା ବନ୍ୟା ପୀଡିତ ମାନଙ୍କ ପାଇଁ ନୂଆ ଘର କରିବାକୁ ଓ ଭାଙ୍ଗି ଯାଇଥିବା ଘର ର ମରାମତି ପାଇଁ ୧୫ କୋଟି ଟଙ୍କା ର ସହାୟତା ରାଶି ଘୋଷଣା କରି ଛନ୍ତି , ଇସ୍ଟର ଡ଼ିଏମ ର ହେଲଥ କେୟାର ସଂସ୍ଥା ପକ ଡ଼. ଆଜାଦ ମୁପେନ ଏହି ଚେକ କେରଳ ସରକାର ଙ୍କୁ ଦେଇଛନ୍ତି.
ଘର କରିବାକୁ ମିଳିବ ସୁବିଧା – ସେଇ କମ୍ପାନୀ ଏବେ ବିଚାର କରୁଛନ୍ତି କି ଯାହାଙ୍କର ଘର ଭାଙ୍ଗି ଯାଇଛି ତାଙ୍କୁ ନୂଆ ଘର ଦିଆ ଯିବ ଓ ଯେଉଁମାନଙ୍କ ଜମାରୁ ଘର ନାହିଁ ତାଙ୍କ ପାଇଁ ଘର କରିବାର ସୁଯୋଗ ଦିଆ ଯିବ , ଏଥିରେ ମୂଳ ଜମା ରାଶି ୧୨.୫ କୋଟି ଟଙ୍କା ବିଲ ରେ ଲେଖା ଯାଇଛି.
ଏହା ମଧ୍ୟ କୁହା ଯାଇଛି କି ଯଦି କାହା ଘର କ୍ଷତିଗ୍ରସ୍ତ ହୋଇଛି ତାହା ଆଂଶିକ ଭାବେ ବି ହୋଇ ଥାଉ ନା କାହିଁକି ତାଙ୍କୁ ୧.୫ ଲକ୍ଷ ର ଅନୁକମ୍ପା ଦିଆ ଯିବ
ଯଦି କେରଳ ର କୌଣସି ଲୋକ ନିଜ ଘର ପାଇଁ ସହାୟତା ଚାହୁଁଛନ୍ତି ତେବେ ସେ ଅନଲାଇନ୍ ଆବେଦନ କରି ସହାୟତା ରାଶି ପାଇ ପାରିବେ , ସ୍ଵେଛା ସେବି ସଂଗଠନ ର ମାଲିକ ଡ଼ ଆଜାଦ କହିଲେ କି ଆମେ ସବୁ ପରିସ୍ଥିତି ରେ କେରଳ ସହ ରହିବୁ.