ସାଉଥ ଇଷ୍ଟେର୍ଣ ରେଲ୍ୱେ ତରଫ ରୁ ଅଫ୍ଲାଇନ ରେ ଚାକିରୀ ରେ ସୁଯୋଗ ବାହାରିଛି, ନିଜକୁ ଯୋଗ୍ୟ ଭାବୁ ଥିବା ପ୍ରାଥୀ ନିଜର ଆବେଦନ ପତ୍ର ୨୬/୧୦/୨୦୧୮ ଭିତରେ ଜମା କରିପାରିବେ , ନିମ୍ନ ରେ ସମ୍ପୂର୍ଣ ବିବରଣୀ ଦିଅ ଗଲା।
ପଦବୀ ର ନାମ – ଟାୱାର ବେଗନ ଡ୍ରାଇଭର
ଆବଶ୍ୟକୀୟ ଯୋଗ୍ୟତା – ୧୦ମ ପାସ ,
ପଦବୀ ର ଦରମା – ୫୨୦୦-୨୨୦୦୦/- ପ୍ରତି ମାସ
ଅଭିଜ୍ଞାତା – ଫ୍ରେଶର
ସ୍ଥାନ- ସେଲମ
ଆବେଦନ ର ଶେଷ ତାରିଖ – ୨୬/୧୦/୨୦୧୮
ନିଜକୁ ଯୋଗ୍ୟ ଭାବୁ ଥିବା ଆଶାୟୀ ପ୍ରାର୍ଥୀ ଙ୍କର ଚୟନ ଲିଖିତ ପରୀକ୍ଷା ଦ୍ୱାରା ହିଁ କରାଯିବ . ଇଛୁକ ପ୍ରାର୍ଥୀ ନିଜର ସମ୍ପୂର୍ଣ ତଥ୍ୟ ସହ ଆବେଦନ ପତ୍ର ଭରି ୨୦/୧୦/୨୦୧୮ ସୁଧା ନିମ୍ନ ଲିଖିତ ଠିକଣା ରେ ପଠେଇ ଦିଅନ୍ତୁ।
ଏଥିପାଇଁ ଆବଶ୍ୟକୀୟ ଡକୁମେଣ୍ଟ – ନିଜର ଆଧାର କାର୍ଡ ଜେରକ୍ସ , ୫ଟି ପାସ୍ପୋର୍ଟ ଫୋଟୋ , ଶିକ୍ଷା ଗତ ପ୍ରମାଣ ପତ୍ର , ଏସବୁ ଦେବାକୁ ହବ , ନିଜର ବୟସ ସୀମା , ତଥା ଅନ୍ୟ କୌଣସି ବିଷୟରେ ଜାଣି ବାକୁ ଆପଣ ସିଧା ଅଫିସିଆଲ ୱେବ୍ସାଇଟ ଦେଖିପାରନ୍ତି ।
ଡକୁମେଣ୍ଟ ପଠାଇବାର ଠିକଣା – divisional office , personnel branch , salem – 636005।