ସ୍ତ୍ରୀ ହେଲା ଗର୍ଭବତୀ,କିନ୍ତୁ ସ୍ୱାମୀ ୨ବର୍ଷ ଆଗରୁ ହୋଇଥିଲେ ବନ୍ଧ୍ୟାକରଣ ଅପେରସନ.. ପିଲା କାହାର ଜଣା ପଡିଲା ରୁ ସ୍ୱାମୀ କଲା ଏପରି କାମ ଯାହା ଆପଣ ଙ୍କ ହୋଶ ଉଡେଇ ଦେବ

ସ୍ତ୍ରୀ ର ଅଵେଧ୍ୟ ସମ୍ବନ୍ଧ ରୁ ବିରକ୍ତି ହୋଇ ସ୍ୱାମୀ କଲା ଆତ୍ମହତ୍ୟା , ଘଟଣା ରୁ ପ୍ରକାଶ ଯେ ମୃତକ ଯୁବକ ର ୩ଟା ପିଲା ହେଲା ପରେ ସେ ବନ୍ଧ୍ୟାକରଣ କରିନେଲା । ବନ୍ଧ୍ୟାକରଣ ପରେ ତା ସ୍ତ୍ରୀ ର ଅଵେଧ୍ୟ ସମ୍ବନ୍ଧ ପାଇଁ ତା ସ୍ତ୍ରୀ ଆଉ ଥରେ ଗର୍ଭବତୀ ହୋଇଗଲା , ସ୍ତ୍ରୀ ର ଗର୍ଭବତୀ ହବ ଶୁଣି ସ୍ୱାମୀ ମଙ୍ଗଳ ସିଂ ମାନସିକ ଦୁଶ୍ଚିନ୍ତା କୁ ଆସିଗଲା ଓ ସେ ନିଜ ସୋଇ ବା ଘରେ ବିଜୁଳି ତାର କୁ ଫାଶୀ ବନେଇ ନିଜ ବେକ ରେ ଲଗାଇ ଝୁଲିପଡିଲା। ସ୍ତ୍ରୀ କୁ ପୋଲିସ ଗିରଫ କରି ସାରିଛି ଓ ତା ସ୍ତ୍ରୀ ର ପ୍ରେମିକ ଏବେ ଫେରାର ଅଛି ଓ ତାକୁ ଧରାଯିବ ବୋଲି ଏସପି ସୂଚନା ଦେଇଛନ୍ତି।

ମରି ଯାଇଥିବା ପୁଅ ର ଭାଇ ଙ୍କ କହିବା ଅନୁସାରେ ତା ବଡ ଭାଇ ର ବାହାଘର ୨୦୦୮ ରେ ପଂଜାବ ର ବାବିଲି କୋର ନାମୀ ଝିଅ ସହ ଧୁମ ଧାମ ରେ ହୋଇ ଥିଲା ..ମଙ୍ଗଳ ବାହାଘର ରେ ଲାଇଟ ଲଗେଇବା କାମ କରେ। ମଙ୍ଗଳ ର ୩ଟା ପିଲା ରୁ ଗୋଟେ ବଡ ପୁଅ ବାକି ୨ ଝିଅ , ଥରେ ମଙ୍ଗଳ ଅଚାନକ ଘରକୁ ଫଂହେରି ଆସି ଦେଖିଥିଲା ତା ସ୍ତ୍ରୀ ଗୋଟେ ପର ପୁରୁଷ ସହ ସମ୍ବନ୍ଧ ରଖିବାରେ ବ୍ୟସ୍ତ, ସେ ଦୁଇଜଣଙ୍କୁ ଚେତାବନୀ ଦେଇ ଛାଡିଦେଇଥିଲା , ଓ ତାପରେ ସେ ମାନସିକ ଚିନ୍ତା ରେ ରହୁଥିଲା।

ଗୋଟେ ଦିନ ସକାଳୁ ମଙ୍ଗଳ ନିଜ ଶୋଇବାଘରୁ ଆଉ ବାହାରକୁ ବାହାର କୁ ବାହାରିଲାନି, ସ୍ତ୍ରୀ ର ସନ୍ଦେହ ହେବାରୁ ସେ ଝରକା ଫାଙ୍କ ରେ ଦେଖିଲାକୁ ତା ସ୍ୱାମୀ ଫାଶୀ ଲଗେଇ ଦେଇଛି। ଗାଁ ଵାଲା ଅସିଲାରୁ ସତ ଜଣା ପଡିଲା , ପ୍ରକୁତରେ ମଙ୍ଗଳ ଲଜ୍ୟା ଯୋଗୁ ଆତ୍ମ ହତ୍ୟା କରିଛି ବୋଲି ଲୋକ ସେବେ ଜାଣିଲେ ଯେବେ ମଙ୍ଗଳ ର ସ୍ତ୍ରୀ ଗର୍ଭବତୀ ବୋଲି ତା ସାନ ଝିଅ କହିଲା , ଗାଁ ଲୋକ ତା ସ୍ତ୍ରୀ କୁ ନେଇ ପୋଲିସ ରେ ଜିମା ଦେଲେ ଓ ତା ପ୍ରେମିକ କୁ ବାଡ଼େଇକି ପୋଲିସ ପାଖକୁ ନେବା ବାଟରେ ସେ ଖସି ଗଲା , ସତରେ ଆଜି କାଲି କଣ କଣ ସବୁ ହେଉଛି। ବିଚରା ତିନ ତିନ ଟା ପିଲା ଏବେ ମା ବାପା ଛେଉଣ୍ଡ ହୋଇ ଗଲେ।

Leave a Reply