ଅଳେଇଚ ଏକ ଏମିତି ମସଲା ଯାହା ସବୁ ଭାରତୀୟ ଙ୍କ ରୋଷେଇ ରେ ବେବହାର ହୁଏ। ଏହାର ବେବହାର ଖାଇବାର ସ୍ୱାଦ ବଢେଇବାକୁ ଆଉ ସ୍ୱାଦ ଆଣିବାରେ କରାଯାଏ। ଆଦିକାନ୍ସ ଲୋକ ଅଳେଇଚ କୁ ସ୍ୱାଦିଷ୍ଟ ଖାଦ୍ୟ ବନେଇବାରେ ମଧ୍ୟ କରନ୍ତି, କିନ୍ତୁ ସେମାନେ ଜାଣି ନାହାନ୍ତି ଅଳେଇଚ କୁ ଖାଇବା ଦ୍ୱାରା ଆମ ଶରୀର କୁ କି ପ୍ରକାର ଫାଇଦା ମିଳିଥାଏ।
ସବୁଜ ଅଳେଇଚ ଖାଇବା ଦ୍ୱାରା ପେଟ ର ହଜମ ପ୍ରଣାଳୀ ଠିକ ରୁହେ ତା ସହ ଏଥିରେ ଥିବା ଆଣ୍ଟି ଵାକଟୋରିଅଲ ରସାୟନ ଯୋଗୁ ଆମ ମୁଖ ରୁ ବାହାରୁ ଥିବା ଗନ୍ଧ ବି ଦୂର ହୁଏ। ଅଳେଇଚ ର ଓଷଧିକୁ ଗୁଣ ଦ୍ୱାରା ଆମକୁ ମୁଖ ଗନ୍ଧ , ବି ଭୋକ ସମସ୍ୟା, ଗ୍ୟାସ ,ବଦହଜମି, ଏନ୍ଟି ସେପ୍ଟିକ ଏସବୁ ଅସୁବିଧା ରୁ ଆମକୁ ଦୁରେଇ ରଖେ.
ଆମେ ଯଦି ନିୟମିତ ଭାବେ ରାତିରେ ୨ ତା ଅଳେଇଚ ଖାଇ ଗିଲାସେ ପାଣି ପିଇବା ଦ୍ୱାରା ଆମର ଏସିଡ଼ିଟି , ବାନ୍ତି ଲାଗିବା ଓ ଖାଦ୍ୟ ପ୍ରତି ଅରୁଚି ଭାବ ଦୂର ହୁଏ।
ମସ୍ତିଷ୍କ ଶକ୍ତି ବଢେଇବାକୁ ଅଳେଇଚ ମଧ୍ୟ ବହୁତ ଉପକାରୀ। ଏହା ସ୍ମରଣ ଶକ୍ତି ବଢେଇବା ସହ ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ , ଯଦି ସକାଳେ ତଣ୍ଟି ପଡି ଯାଇଥାଏ ତାହାଲେ ସକାଳୁ ଉଠି ଗୋଟେ ଅଳେଇଚ କୁ ଚୋବେଇ ଖାଇ ଥଣ୍ଡା ପାଣି ଗିଲାସେ ପି ଦିଅନ୍ତୁ , ଆରାମ ଲାଗିବ।