କେବଳ ଆମ ଦେଶ ନୁହେ ବିଶ୍ୱ ର ସବୁ ଦେଶ ମହିଳାଙ୍କ ସହ ଦୁଷ୍କର୍ମ ଭଳି ଅପରାଧ ସହ ସଂଘର୍ଷ କରି ଆସୁଛି , ଏହି ପ୍ରକାରେ ପଂଜାବ ର ଏକ ଗାଁ ରୁ ଦୁଷ୍କର୍ମ ର ଏକ ଏମିତି କାହାଣୀ ସାମ୍ନା କୁ ଆସିଲା ଯାହା ସମସ୍ତଙ୍କୁ ବିସ୍ମିତ କରିଦେଲା , ପଂଜାବ ର ମୋଗ ଗାଁ ରେ ଗୋଟେ ୧୭ ବର୍ଷିଆ ନାବାଳିକା ସହ ବଳାତ୍କାର ର ଖବର ଆସିଥିଲା . ଯେଉଁଥିରେ ଦୋଷୀ ଆଉ କେହି ନୁହେ ନିଜେ ଜଣେ ନାବାଳିକ ଥିଲା
ଝିଅର ପରିବାର ପକ୍ଷ ରୁ ନାବାଳକ ନା ରେ କେଶ ଦିଆ ହେବା ପରେ ପୋଲିସ ଆରୋପି କୁ ଆରେଷ୍ଟ କରି ନେଲା .. କିନ୍ତୁ ଯେତେ ବେଳେ ୨ ମାସ ପରେ ଆରୋପି ଜେଲ ରୁ ବାହାରକୁ ଆସିଲା ସେତେବେଳେ ଝିଅ କୁ ସେ ଆରୋପି ସହ ସତ ସତୀକା ଭଲ ପାଇବା ହୋଇଗଲା , ବହୁତ ସମୟ ସେମାନେ ଏକ କି ବୁଲା ବୁଲି କଲେ ଓ କିଛିଇ ମାସ ଏହିପରି ଭାବେ ପ୍ରେମ ରେ ପଡି ରହି ସେସେରେ ସେମାନେ କୋୖର୍ଟ ରେ ବାହା ହୋଇଗଲେ , ଏହା ହିଁ ନୁହେ ସେ ଝିଅ ବି ଶେଷ ମାସ ରେ ଗୋଟେ ପୁଅ କୁ ଜନ୍ମ ଦେଲା ଓ ସେ ସେଇ ବଲାତ୍କାରୀ ର ପୁଅ ଥିଲା.
ମାମଲା ୨୦୧୩ ର , ଝିଅ ର ବାପା ସେ ପୁଅ ନାଁ ରେ ଯୋଉ କେଶ କରି ଥିଲେ ସେଥିରେ ବିଚାର କରି ଜଜ ସେ ପୁଅ କୁ ୭ ବର୍ଷ ର ଜିଲା ଦଣ୍ଡ ସହ ଜୋର୍ରୀମାନ ମଧ୍ୟ କରିଦେଇଛନ୍ତି ଏହା କୁ ଝିଅ ବିରଧ କରିବା ସତ୍ୱେ କାନୁନ ତା କାମ କରିଛି ବୋଲି ଓକିଲ କହିଲେ , ଯଦି ମୋ ବାପା ଚାହିଁଥାନ୍ତେ ତେବେ କେଶ କୁ ବନ୍ଦ କରି ପାରିଥାନ୍ତେ କିନ୍ତୁ ସେ ଏପରି କଲେ ନାହି ଓ ସେଥିପାଏ ମୋ ସ୍ୱାମୀ ଏବେ ଜେଲ ରେ ବୋଲି ଝିଅ କାନ୍ଦି କାନ୍ଦି କହୁଥାଏ … ବିଧି ର ବିଧାନ ଯାହା …