ଆମ ଦେଶ ରେ ବହୁତ ପ୍ରକାର ପରମ୍ପରା ଓ ରୀତି ନୀତି କୁ ନେଇ ଚଳା ଯାଏ .. ଆଉ ପ୍ରତି ରାଜ୍ୟ ର ନିଜର ଗୋଟେ ପରମ୍ପରା ଥାଏ , ଏମିତି ପରମ୍ପରା ଯାହା କୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ.
ଆପଣ ଙ୍କୁ ଶୁଣିବାରେ ଆଶ୍ଚର୍ଯ୍ୟ ଲାଗି ପାରେ କିନ୍ତୁ ଭାରତ ରେ ଏକ ଏମିତି ଗାଁ ଅଛି ଯେଉଁଠି ୫ ଦିନ ଯାଏ ଉଲଗ୍ନ ରହନ୍ତି ମହିଳା ମାନେ .. ଏହା ଏଥିପାୟୀ କାରଣ ସେ ଗାଁ ରେ ପରମ୍ପରା ରହି ଆସିଛି.
ଆମେ କଥା ହଉଛୁ ହିମାଚଳ ପ୍ରଦେଶ ର ମାଣିକର୍ଣ୍ଣ ଘାଟି ରେ ପିପିଣୀ ଗାଁ ର . ସତ କଥା ସାଙ୍ଗ ମାନେ ବର୍ଷ ର ୫ ଦିନ ଏହି ଗାଁ ର ଝିଅ ବୋହୁ ମାନେ ଲଙ୍ଗଳା ହୋଇ ରୁହନ୍ତି ଓ ଏହାର ଖାସ କଥା ହେଉଛି ଏମାନେ କୌଣସି ପୁଅ ଙ୍କ ସାମ୍ନା କୁ ଆସନ୍ତିନି ଏହି ସମୟରେ , ଏପରିକି ନିଜ ସ୍ୱାମୀ ଠୁ ବି ଦୁରେଇ ରୁହନ୍ତି ..ସ୍ରାବଣ ମାସ ର ଶେଷ ସପ୍ତାହ ରେ ଏଇ ପରମ୍ପାର ର ପାଳନ କରାଯାଏ ଓ ଗାଁ ର ସବୁ ସ୍ତ୍ରୀ ଲୋକ ଘରେ ଲୁଚି କି ରୁହନ୍ତି , ଲାଗେ ଯେପରି ଗାଁ ସ୍ତ୍ରୀ ଶୂନ୍ୟ.
ଏହା କରିବାକୁ ଯଦି କୌଣସି ସ୍ତ୍ରୀ ମନ କରେ ତା ଘରେ ଧନ ଓ ସମ୍ପତ୍ତି ର ଅଭାବ ଦେଖା ଯାଏ ବୋଲି ବିଶ୍ୱାସ .. ପିଲା ମନକୁ ବି ଏହା ଛୋଟ ବେଳୁ ଶିଖା ଯାଏ ଓ ୧୮ ବର୍ଷ ପରେ ସେମାନେ ନିଜ ମା ସହ ବସ୍ତ୍ର ତ୍ୟାଗ କରି ଘରେ ଲୁଚି କି ରୁହନ୍ତି .. ସତରେ ବଡ ବିଚିତ୍ର ପରମ୍ପରା