ଯେବେ ଇଂଲଣ୍ଡ ୨୪୫ ରନ ର ଲଖ୍ୟ ଦେଇଥିଲା ସେତେବେଳେ ଏମିତି ଅନୁମାନ କରାଯାଉଥିଲା କି ଭାରତ କୁ କୌଣସି ଚମତ୍କାର ହିଁ ଜିତେଇ ପାରିବ , କିନ୍ତୁ ଏସବୁ ଭିତରେ ମ୍ୟାଚ ବଂଚେଇବାକୁ ଅଧିନାୟକ ବିରାଟ କୋହଲି ଆଉ ଆଜିଙ୍କ୍ୟ ରାହାଣେ ଜୋରଦାର ପ୍ରୟାସ କରିଥିଲେ କିନ୍ତୁ ତାହା ସଫଳ ହେଇପାରିଲାନି
ଏମାନେ ହେଲେ ଇଣ୍ଡିଆ କୁ ହରେଇବାର ମୁଖ୍ୟ ଭିଲିଆନ –
୧. କେ.ରାହୁଲ – ରାହୁଲ ଭଲ ଖେଳାଳି ହୋଇଥିଲେ ମଧ୍ୟ ମ୍ୟାଚ ରେ ସ୍ଟୁୱାର୍ଟ ବ୍ରଡ ଙ୍କ ଆଗରେ ଫେଲ ମାରିଲେ ସେ ୭ଟି BALL ଖେଳି ୦ ରନ କରି ଆଉଟ ହୋଇଗଲେ, ବ୍ରଡ ଙ୍କ ୟୋରକେର ର ସାମ୍ନା କରି ନପାରି ରାହୁଲ ଆଉଟ ହୋଇଗଲେ
୨. ଶିଖର ଧାୱନ – ଆଜି ଧାୱନ ଙ୍କୁ ଭଲ ଭାଗ୍ୟ ମିଳିଥିଲା ସେ ୨୯ BALL ରୁ ୧୭ ରନ ବି କରି ନେଇ ଥିଲେ କିନ୍ତୁ ଅଧିକ ରନ କରିବା ଲୋଭ ଯୋଗୁଁ ନିଜ ଵିକେଟ ହେରେଇ ବସିଲେ
୩. ଋଷଭ ପଂଥ – ପଂଥ ଭାଇ ଆମର ଏମିତି ବ୍ୟାଟିଂ କରୁଥିଲେ ଯେମିତି ଏଟା IPL ର ଟି୨୦ ମ୍ୟାଚ ଚାଲିଛି ଆଉ..ବେପରୁଆ ହେଇ ଭୁଲ shot ଖେଳିବା ଯୋଗୁ ନିଜ ଵିକେଟ ବି ହରେଇ ବସିଲେ
୪. ହାର୍ଦ୍ଧିକ ପାଣ୍ଡିଆ – ପାଣ୍ଡ୍ୟା ଏହି ମଟଚ ରେ ବଲ ରୁ ନ ବ୍ୟାଟ ରୁ କୋଉ ସାଇଡ ରୁ କମାଲ ଦେଖେଇ ପାରିଲେନି … ସେକେଣ୍ଡ ଇଂନିଙ୍ଗସ ରେ ସେ ୭ ତା ବଲ ଖେଳି ଗୋଟେ ବି ରନ ନକରି ପରି ଆଉଟ ହେଇ ଗେଲେ
୫. ଚେତ୍ତେଶ୍ୱର ପୂଜାରା – ପୂଜାର ପ୍ରଥମ ଇଂନିଙ୍ଗସ ରେ ଭଲ ଖେଳିଥିଲେ ସେ ୧୩୨ ରନ କରି ନାଟ ଆଉଟ ଥିଲେ କିନ୍ତୁ ସେ ଦ୍ଵିତୀୟ ଇଂନିଙ୍ଗସ ରେ ପୁରା ପୁରୀ ଫେଲ ମାରିଲେ
କମେନ୍ଟ କରି ଲେଖନ୍ତୁ ଆପଣ ଙ୍କ ହିସାବ ରେ କାହା ଯୋଗୁ ମ୍ୟାଚ ହାରିଲା ଟିମ ଇଣ୍ଡିଆ