ମହାଭାରତ ୟୁଦ୍ଧ ପରେ ପଡି ରହିଥିବା କୋଟି କୋଟି ମୃତ ସୈନ୍ୟ ଙ୍କର ଶବ ସହ କଣ ହେଲା – ଜାଣନ୍ତୁ ଯଦି ଜାଣି ନାହାନ୍ତି

ମହାଭାରତ କଥା ଯେତେ ରହସ୍ୟମୟ ସେତେ ବି ବିଚିତ୍ର , ଆଜି ମୁଁ ଆପଣ ଙ୍କୁ କହିବି ମହାଭାରତ ଯୄଯୁଧ୍ୟ ପରେ କଣ ସବୁ ଘଟି ଥିଲା , ୟେ କଥା ତ ସମସ୍ତେ ଜାଣିଥିବେ ଯେ କୌରବ ଆଉ ପାଣ୍ଡବ ଙ୍କ ମଧ୍ୟ ରେ ଯୁଧ୍ୟ ଲାଗିଥିଲା ଓ ଏଥିରେ କୋଟି କୋଟି ଜ୍ୟୋଧ୍ୟା ମାନେ ମରି ଥିଲେ କିନ୍ତୁ କେହି ଜାଣିଛ କି ସେତେବେଳେ ସେ ମରିଯାଇଥିବା ଜ୍ୟୋଧ୍ୟା ଙ୍କର ଶବ କଣ ହେଲା- ଆମେ ଆଜି ଏହା ବିଷୟରେ କହିବାକୁ ଯାଉଛୁ.

ଏଇଆ ହେଲା ୟୁଦ୍ଧ ଶେଷ ହେବ ପରେ ପରେ –

ଯେତେ ବେଳେ ପାଣ୍ଡବ ମାନେ ୟୁଦ୍ଧ ଜିତି ନେଲେ ତାପରେ ସବୁ ପାଣ୍ଡବ ମାନେ କୃଷ୍ଣ ଙ୍କ ସହ ମିଶି ଧୃତରାଷ୍ଟ୍ର ଓ ଗାନ୍ଧାରୀ ଙ୍କୁ ଦେଖା କରିବାକୁ ଗଲେ , ଏଠି ଧୃତରାଷ୍ଟ ଭୀମ ଙ୍କୁ ମାରି ବାକୁ ଚେଷ୍ଟା କଲେ କିନ୍ତୁ କୃଷ୍ଣ ଙ୍କ ଚତୁରତା ପାଇଁ ଭୀମ ଙ୍କ ଜୀବନ ବଂଚି ଗଲା ଏହା ପରେ ପାଣ୍ଡଵ ଗାନ୍ଧାରୀ ଙ୍କୁ ଦେଖା କରିବାକୁ ଗଲେ କିନ୍ତୁ ଗାନ୍ଧାରୀ ବି ପାଣ୍ଡବ ଙ୍କ ଉପରେ ରାଗି କି ଥିଲେ କିନ୍ତୁ ପରବର୍ତୀ ସମୟ ରେ ତାଙ୍କ ରାଗ ବି ଶାନ୍ତ ହୋଇଗଲା , ଏହା ପରେ ମହର୍ଷି ବେଦବ୍ୟାସ ଙ୍କ କହିବା ଅନୁସାରେ ଯୁଧିଷ୍ଠିର ସମସ୍ତଙ୍କୁ ନେଇ କୁରୁକ୍ଷେତ୍ର ଗଲେ , ସେଠି ପହଁଚିଲା ପାରେ ଧୃତରାଷ୍ଟ୍ର ଯୁଧିଷ୍ଠିର ଙ୍କୁ ପଚାରିଲେ କି ଯୁଧିଷ୍ଠିର କେତେ ଜଣ ଯୋଦ୍ଧା ଙ୍କ ମୃତ୍ୟୁ ଘଟିଛି ସେତେବେଳେ ଯୁଧିଷ୍ଠିର କହିଲେ କି ସମୁଦାୟ – ୧ ଆରବ , ୬୬ କୋଟି , ୨୦ ହଜ଼ାର ,ଜଣ ମରିଛନ୍ତି ତୋ ଏବେ ବି ୨୦ହଜାର ୧୬୫ ଜଣ ଙ୍କ ଖବର ନାହିଁ.

ଯୁଧିଷ୍ଠିର କଲେ ସମସ୍ତଙ୍କ ର ଦାହ ସଂସ୍କାର –

ଯୁଦ୍ଧ ରେ ମରିଥିବା ଯୋଦ୍ଧା ଙ୍କ ସଂଖ୍ୟା ଶୁଣି ଧୃତରାଷ୍ଟ୍ର ଙ୍କ ବୁଦ୍ଧି ହଜିଗଲା , ଓ ସେ ଯୁଧିଷ୍ଠିର ଙ୍କୁ ସେ ସବୁ ଙ୍କର ଅନ୍ତିମ ସଂସ୍କାର କରିବାକୁ କହିଲେ ତାପରେ ଯୁଧିଷ୍ଠିର କୌରବ ଙ୍କ ପୁରୋହିତ ସୁଧରମ ଙ୍କୁ ଓ ପାଣ୍ଡବ ଙ୍କ ପୁରହିତ ଢ଼ୋମ୍ୟ ଓ ତଥା ସଞ୍ଜୟ ,ବିଦୁର , ଯୁଜୁତ୍ୟୁ ଆଦି ଲୋକ ଙ୍କୁ ୟୁଦ୍ଧ ରେ ମରି ଯାଇଥିବା ସବୁ ଯୋଦ୍ଧା ଙ୍କ ଅନ୍ତିମ ସଂସ୍କାର କରିବାକୁ ନିର୍ଦେଶ ଦେଲେ ଓ ଏହା ପରେ ସମସ୍ତେ ଗଙ୍ଗା ନଦୀ କୁଳ କୁ ଗଲେ ଓ ମୃତକ ଙ୍କୁ ଜଳାଞ୍ଜଳି ଦେଲେ.

Leave a Reply