ମାତ୍ର 10 ଟଁକାରେ ଭଲ କରନ୍ତୁ କ୍ୟାନସର

କ୍ୟାନ୍ସର ଏକ ଏମିତି ରୋଗ ଯାହାର ହୋଇଗଲା ତେବେ ହୁଏତ ସେ ପୁଣି ଥରେ ସୁସ୍ଥ ହେବା ଅସମ୍ଭବ, ଏଥିରୁ ମୁକ୍ତ ହେବାପାଇଁ ଆପଣକଁ ପାଖରେ ପ୍ରଚୁର ଟଁକା ଥିବା ଦରକାର ନଚେତ ଆପଣକଁ ର ଭାଗ୍ୟ ହିଁ ବନ୍ଚାଇ ପାରିବ.

ତେବେ ଆଜି ଯାଁଏ ବଜାର ରେ ଯେଉଁସବୁ କ୍ୟାନ୍ସର ପ୍ରତିରୋଧି ଔଷଧ ମିଳୁଛି ତାହା କେବଳ କ୍ୟାନସର କୁ ଆଗକୁ ବଢିବାରେ ଅଟକାଏ ,ମୂଳ ରୁ ନିପାତ କରେନି . ତେବେ ଏକ ଏମିତି ଜିନିଷର ନାଁ ମୁଁ କହିବି ଯାହା ର ମୂଲ୍ୟ ମାତ୍ର 10 ଟଁକା ଓ ଏହା ଦ୍ବାରା କ୍ୟାନସର ସମୁଳେ ବିନାଶ ହେବ ନୂଆ ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ଏଣିକି କର୍କଟ ରୋଗୀମାନଙ୍କ ଚିକିତ୍ସାରେ ବେକିଂ ସୋଡ଼ା ସହାୟକ ହେବ , ପେଟର ଓ ନିିତମ୍ବ ର ବ୍ୟାନସର କୁ  ବେକିଂ ସୋଡା ଦ୍ବାରା ଠିକ କରିହେବ,

ଲୁଡୁଇଂ ଇନଷ୍ଟିଟ୍ୟୁଟ ଫର୍ କ୍ୟାନସର୍ ରିସର୍ଚର ଗବେଷକ ଜାଣିବାକୁ ପାଇଛନ୍ତି ଯେ ଟ୍ୟୁମର୍ ଥିବା ସେଲସକୁ ସକ୍ରିୟ କରି କେମୋଥେରାପି ଡ୍ରଗ୍ସ ଦେବା ଦ୍ୱାରା କର୍କଟ ଚିକିତ୍ସା କରିହେବ। ସତରେ ଏହା ଏକ ନିଆରା ଖୋଜ,ଚାପରେ ଥିଲେ ସେଲଗୁଡ଼ିକ ଶରୀରରେ ପ୍ରୋଟିନ୍ ଓ ଜୈବିକ ଅଣୁ ସୃଷ୍ଟି ହେବାକୁ ଦିଅନ୍ତି ନାହିଁ। ଫଳରେ ତାହା କର୍କଟକୁ ବଢ଼ାଇଥାଏ। ଆମକୁ ଏହି କାରଣ ଯୋଗୁଁ କର୍କଟ ହୋଇଥାଏ , ତେଣୁ ଶରୀର ର ଯତ୍ନ ନିଅନ୍ତୁ…

Leave a Reply