ନଡିଆ କଁକଡା – ଗୋଟେ ଆଜଣା ଆତକଁ

ଆସନ୍ତୁ ଆଜି ଜାଣିବା ଗୋଟେ ଏମିତି କଁକଡା ବିଷୟରେ  ଯାହା ଆପଣମାନେ ହୁଏତ କେବେ ଶୁଣି ନଥିବେ, ନଡିଆ କଁକଡାଏହା ମୁଖ୍ୟତ ୟୁରୋପିୟ ଦେଶରେ ଦେଖାଯାଏ ଏମାନେ ଆକାର ରେ ବଡ ହୋଇଥାନ୍ତି , ବଡ ମାନେ ସାଇଜ ରେ ଏଗୁଡା ଫୁଟବଲ ଆକୃତି ର ହୋଇଥାନ୍ତି , ତେବେ ଏମାନକୁଁ ନଡିଆ କଁକଡା ନାମ ଏଥିପାଁଇ ଦିଆଯାଇଛି କାରଣ

ଏମାନେ ସାଧାରଣତଃ ନଡିଆ ଗଛର କୋରଡରେ ରୁହନ୍ତି ଓ ଦୁରରୁ ବଡ ବଡ ନଡିଆ ପରି ଦିଶନ୍ତି,

 

ଏମାନେ ସାଧାରଣ କଁକଡା ଠୁ ଓଜନରେ ବହୁଗୁଣ ଅଧିକା ଓଜନିଆ ହୋଇଥାନ୍ତି ସବୁଠୁ ବଡ ନଡିଆ କଁକଡାର ଓଜନ 130କେଜି ରେକର୍ଡ ଅଛି , ଏମାନେ ହିଂନ୍ସ୍ର ସ୍ବଭାବ ର ଏମାନକୁଁ କଷ୍ଟ ଦେଲେ ଏମାନେ ଅନ୍ୟ ଜୀବକୁଁ ଆକ୍ରମଣ କରିବାକୁ ପଛାଇବେ ନାଁହି ଚୀନରେ ଏମାନକୁଁ ମସଲା ଦେଇ ବଡ ବଡ ହୋଟେଲ ରେ ପରିବେଶଣ କରାଯାଏ , ସିମ୍ଫୁ ଚାଉ ଡିସ ର ନାମରେ ଏହା ବହୁଳ ଭାବରେ ପ୍ରସିଦ୍ଧ ସେଠି

ଆମ ଭାରତରେ ଏ ପ୍ରଜାତିର କଁକଡା ବିରଳ , କାରଣ ଭାରତୀୟ ପରିବେଶ ରେ ଏମାନେ ବେଶିଦିନ ବନ୍ଚିବେନି , ତେଣୁ ମୁଖ୍ୟତ ବିଦେଶରେ ବହୁଳ ଭାବେ COCUNUT CRAB ନାମରେ ଏହା ଜଣାଶୁଣା

ଏହାଛଡା ଏମାନେ ନଡିଆ କୁ ନିଜର ଦୁଇ ଆଗୁଁଠିରେ ଦୁଇଫାଳ କରିଦିଅନ୍ତି, ଜାଣିପାରୁଥିବେ କେତେ ଶକ୍ତିଶାଳୀ ଏମାନେ , ସମୁଦ୍ର କୂଳିଆ ଅନ୍ଚଳ ଓ ମରୂଭୁମି ରେ ଏମାନେ ବିଶେଶତଃ ଦେଖାଯାନ୍ତି , ମଣିଷ ମାନେ ମଦ୍ଧ୍ୟ ଏମାନକଁ ଆକ୍ରମଣର ଶିକାର ହୋଇଛନ୍ତି ନିକଟରେ ଗୋଟେ ଦ୍ପିପରେ ଏମାନେ ଶହଶହ ଆକାର ରେ ଏକାଠି ହୋଇ ଗୋଟେ ଡିସ୍କଭେରୀ ଚ୍ୟାନେଲ ର କ୍ୟାମେରାମ୍ୟାନ କୁଁ ଆକ୍ରମଣ କରିଥିଲେ,

ସୁଟିଂ ସେଟ ରୁ ଜଂଗଲକୁ ବାଟ ଭୂଲି ଯାଇ କ୍ୟାମେରାମ୍ୟାନ ଜଣକ ମରଣ ମୁଖରେ ପଡିଲେ , ତ ଏମାନକୁଁ ହାଲକା ଜମାରୁ ନିଅନ୍ତୁନି , ଯା ହେଉ ଆମ ଆଡେ ଏସବୁ ନାହାଁନ୍ତି ଯଦି ଥାନ୍ତେ କେବେଠୁ ଏଗୁଡାକୁଁ ଡରି ମାଓବାଦୀ ମାନେ ଜଂଗଲ ରେ ଲୁଚିବା ଛାଡି ଦିଅନ୍ତେ . ପୋଷ୍ଟ ଭଲ ଲାଗିଲେ ସେୟାର ସହ ପେଜକୁ ଲାଇକ କରନ୍ତୁ.

Leave a Reply