ଯିଏ ରୋମାଂଚକ ସ୍ଥାନ ଯିବାକୁ ଚାହୁଁଚି, ତାଙ୍କ ପାଇଁ ଖୁସି ର ଖବର। କଉ ସମୟରେ ତିବତ କୁ ଯୋଡି ହେଇ ରହିଥିବା ରାସ୍ତା ଯାହା ସମୁଦ୍ର ତଳରୁ ୧୧ ହଜାର ଫୁଟ ଉଚ୍ଚତା ରେ ଥିବା ଗରତଙ୍ଗଲି କୁ ରାଜ୍ୟ ସରକାର “ସ୍କାଇ ୱର୍କ” ଭଳି ବିକଶିତ କରିବା ଉଦେଶ୍ୟ ରେ ଅଛି। ଏହି ସ୍ଥାନ ଡେରାଡୁନ ର ଉତରକାଶୀ ଜିଲ୍ଲା ରେ ଗୋଙ୍ଗତ୍ରୀ ନେସନାଲ ପାର୍କ ଅନ୍ତର୍ଗତ ରାସ୍ତା ରେ ଅବସ୍ଥିତ।
ପାଖା ପାଖି ୩୦୦ ମିଟର ର ଏହି ଦୁର୍ଗମ ରାସ୍ତା ରେ ଚୀନ ର ସ୍କାଇ ୱର୍କ ଭଳି କାଚ ରେ ତିଆରି ହେଇଥିବ ବ୍ରିଜ ତିଆରି କରାଯିବ। ଏମିତି ହେବ ଦ୍ୱାରା ଏହା ଗୋଟେ ପ୍ରସିଦ୍ଧ ସ୍ଥାନ ଭବିଷ୍ୟତ ରେ ହେଇଯିବ।
ଶୁଣିବାକୁ ମିଳିଛି କି ପେଶାବର ପଠାନ ମାନେ ଭାରତ ଆଉ ତିବତ ମଧ୍ୟରେ ଏହି ବ୍ୟାପାରିକ ମାର୍ଗ କୁ ପାଷାଣ କାଟି କି ୧୦୦୦ ଫୁଟ ଉଚ୍ଚତା ରେ ସିଡ଼ି ଆକାରରେ ତିଆରି କରିଥିଲଲେ। ଭାରତ ଆଉ ଚୀନ ର ଯୁଦ୍ଧ ପୂର୍ବରୁ ଭାରତ ଆଉ ତିବତ ର ସବୁ ବ୍ୟାପାରି ଏହି ରାସ୍ତା ରେ ଯିବା ଆସିବା କରୁଥିଲେ। ୧୯୬୫ ର ଯୁଦ୍ଧ ରେ ଏହି ରାସ୍ତା ବନ୍ଦ ହେଇ ଯାଇଥିଲା, ମାତ୍ର ମଗର ସେନା ଯିବା ଆସିବା କରିଥିଲେ। ୧୯୭୫ ରେ ସେନାବାହିନୀ ବି ଏହାର ବ୍ୟବହାର ବନ୍ଦ କରିଦେଲା।
ଏହା ପରେ ଏହି ରାସ୍ତା ସମୟ ସାଥିରେ ଖରାପ ହେବାରେ ଲାଗିଲା ଆଉ ସିଡ଼ି ସହ ଲଗାଯାଇଥିବା କାଠ ବି ନଷ୍ଟ ହେଇଗଲା। ଏହା ଦେଖିକି ଉତରକାଶୀ ଜିଲ୍ଲା ର ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଆସିଲା ପର୍ଯ୍ୟଟନ ବିଭାଗ କୁ ଆଉ ସେ ୨୬.୫୯ ଲକ୍ଷ୍ୟ ଟଙ୍କା ରେ ଏହାକୁ ତିଆରି କରିବ।