ପରିବେଶ କୁ ସ୍ୱଚ୍ଛ ରଖିବାର ସନ୍ଦେଶ ଦେବେ କାଉମାନେ, ଏଠି ଅଳିଆ ଏବଂ ଆବର୍ଜନା କୁ ଉଠେଇବାର ଦିଆଯାଉଛି ଟ୍ରେନିଙ୍ଗ।

ଫ୍ରାନ୍ସ ର ଐତିହାସିକ ଥିମ ପାର୍କ ରେ ଅଳିଆ କୁ ଉଠେଇ ପରିବେଶ କୁ ସଫା ରଖିବା ପାଇଁ, ମଣିଷ ବଦଳରେ କାଉ ମାନଙ୍କୁ ପ୍ରଶିକ୍ଷିତ କରାଯାଉଛି। ସେ ପାର୍କ ର ଅଧକ୍ଷ କହିବା ଅନୁସାରେ ୬ ଜଣ କଉ କୁ ପୂର୍ବରୁ ଏହି କାମ ପାଇଁ ପ୍ରଶିକ୍ଷଣ କରା ଯାଇ ସାରିଛି। ଏହି କାଉମାନେ ପାର୍କ ରେ ଲୋକମାନଙ୍କ ଦ୍ବାରା ଫିଙ୍ଗା ଯାଇଥିବା ସିଗାରେଟ ର ଖଣ୍ଡ ସହିତ ଅନ୍ୟ ଅଳିଆ କୁ ବି ଖୋଜି ଖୋଜି ଉଠେଇ ଦେବେ।

ପାର୍କ ର ମାଲିକ କହିଲେ, ଏହି କାମ ବଦଳରେ ପକ୍ଷୀମାନଙ୍କୁ ଖାଇବା ପାଇଁ ଖାଦ୍ୟ ଦିଆଯିବ। ଏହା ଦ୍ୱାରା ସେମାନେ ଏହି କାମ କରିବାକୁ ଆଗ୍ରହ କରିବେ। ଏହି କାମ ପଛରେ କେବଳ ସଫା ସୁତୁରା ପରିବେଶ ହି ଏକ ମାତ୍ର ଉଦେଶ୍ୟ ନାହିଁ। ଆମେ ଏହା ବି ଦେଖିବା ଯେ, ପ୍ରକୃତି ଆମମାନଙ୍କୁ ବାତାବରଣ ର ଧ୍ୟାନ ରଖିବା ଶିଖେଇବ।

ସେ ଏହା ବି କହିଲେ ଯେ, ଏହି ସବୁ କାଉ ଭିତରୁ ରୁକ୍ସ, କେରିୟନ, ଜେକଡ଼ା ଆଉ ରେବନ କାଉ ର ବିଶେଷ୍ୟତ ଅଧିକ ଅଛି। ସେମାନେ ସଠିକ ସମୟରେ ମଣିଷ ମାନଙ୍କ ସହ ଖାପ ଖୁଆଇ ଚାଲି ପାରନ୍ତି। ଫ୍ରାନ୍ସ ର ଏହି ପାର୍କ ରେ ସବୁ ବର୍ଷ ୨୨ ଲକ୍ଷ୍ୟ ରୁ ଅଧିକ ଲୋକ ଆସନ୍ତି। ଏହିନପାର୍କ ନିଜର ସୁନ୍ଦର ରୂପ ପାଇଁ ପ୍ରସିଦ୍ଧ ଅଟେ।

Leave a Reply