ଅଦ୍ଭୁତ ଘଟଣା ଯାହା ଆପଣକୁ ଚକିତ କରିଦେବ,ଏପରି ଏକ ସୋୟାବିନ ଗଛ ଯାହା ଏକ ଜିୟନ୍ତା ମୂଷା ର ବେକରେ ଉଠୀଛି.

ମଧ୍ୟ ପ୍ରଦେଶ ର ରତଳାମ ଜିଲ୍ଲା ମୁଖ୍ୟାଳୟ ଠାରୁ ୧୪ କିଲୋମିଟର ଦୂରରେ ଥିବା ନାୟନ୍ ଗାଁ ରେ ଏକ ମୂଷା ର ବେକରେ ଶାେୟାବିନ ଗଛ ଉଠି ଥିବାର ଘଟଣା ସେ ସମୟରେ ଜଣା ପଡିଲା, ଯେଉଁ ସମୟରେ ଜମିର ମାଲିକ ସାେୟାବିନି ଗଛରେ କିଟ ନାଶକ ଦ୍ରବ୍ୟ ପକାଇବା ପାଇଁ ନିଜ ଜମି କୁ ଯାଇଥିଲା ତ ଠିକ୍ ସେ ଟାଇମ୍ ରେ ଏହି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ପାଇଥିଲେ।

 

ପାଖକୁ ଯାଇ ଦେଖିଲା ତ ମୂଷା ଜୀବନ୍ତ ଅବସ୍ଥାରେ ଥିଲା କିନ୍ତୁ କୁଆଡେ ବି ଯାଇପାରୁ ନଥିଲା। ପୁଣି ସେ ଜମି ମାଲିକ ଭଲସେ ନିରିକ୍ଷୀ ଦେଖିଲା ତ ଜାଣିବାକୁ ପାଇଲେ ଜେ ସେ ମୁଷାର ବେକରେ ହି ଏକ ଶାେୟାବିନ ଗଛ ଉଠି ଥିବାର।

ସେ ଦେଖି ଅାସର୍ଯ୍ୟ ହୋଇଗଲେ। ସେ ଜମି ମାଲିକ୍ କହିବା ଅନୁସାରେ ସେ ମୂଷା କୁ ଧରି ଉପରକୁ ଉଠେଇବାକୁ ଚାହୁଁଥିଲା କିନ୍ତୁ ସେ ମୂଷା ଜମିରୁ ଜି ଉପରକୁ ଉଠୁ ନଥିଲା ତାପରେ ସେ ଯାହା ଦେଖିଲା ପୁରା ଆଶଯ୍ୟ ହେଇଗଲା,ସେ ମୂଷା ର ବେକରେ ଏକ ସୀୟାବିନ ଗଛ ପୁଣି ସେ ଗଛର ଚେର ଜମି ଭିତରେ ଦେଖିକି ଅଶର୍ଯ୍ୟ ହେଇଗଲା।

ଶେଷରେ ସେ ମୂଷା ସହ ଅଳ୍ପ ମାଟି ଖୋଳୀ ଘରକୁ ଧରି ଆସିଲା।ସେ ଶୋୟାବିନି ଗଛ କୁ ପ୍ରାୟ ୩୮ରୁ 40ଦିନ ହୋଇସାରିଲାଣି ଏବଂ ସେ ମୂଷା ଏବେ ବି ଜୀବନ୍ତ ଅବସ୍ଥାରେ ଅଛି କିନ୍ତୁ ମୂଷା ର ବେକ ଦେଇ ସୋୟାବିନୀ ଗଛର ଚେର ଭୂମି ଭିତରେ ଥିବା ଯୋଗୁ ସେ ଏବେ ବି ସେ ଜାଗାରୁ ଘୁଞ୍ଚିବା ଅସମ୍ଭବ।

 

Source of the article…..

Leave a Reply