ମୁକେଶ ଅମ୍ବାନୀ ଅଲିବାବା ସମୂହ ର ସଂସ୍ଥାପକ ଜେକ ମା କୁ ବି ପଛରେ ଛାଡି ଦେଇଛନ୍ତି। ସେ ରିଲାଏନ୍ସ ଇନ୍ଦଷ୍ଟ୍ରି ଲିମିଟେଡ଼ କୁ ତିଆରି କରି ଏସିଆ ର ସବୁଠୁ ବଡ ବ୍ୟକ୍ତି ହେଇଯାଇଛନ୍ତି।
Blomberg Billionaire Index ର ଅନୁସାରେ ଶ୍ରୀ ଅମ୍ବାନୀ ଙ୍କ ମୂଲ୍ୟ $ ୪୪.୩ ବିଲୀୟନ ମାନେ ୩୦୩୫୧୦ କୋଟି ଅଟେ। ଆଉ ଚୀନ ର ଅଲିବାବା ସମୂହ ର ଅଦକ୍ଷ୍ୟ ଜେକ ମା ଙ୍କ $ ୪୪ ମାନେ ୩୦୧୬୨୫ କୋଟି ଅଟେ। ଏହି ଅନୁମାନ କିଛି ଦିନ ତଳେ ଜଣାପଡିଛି। ଅମ୍ବାନୀ ଙ୍କ ସେୟର ରେ ୧୨.୨୫ pm ରୂପରେ ୧୧୦୦୬୫ କୋଟି ମିଳିଲା।
୨୦୧୮ ର ପ୍ରୋଜେକ୍ଟ:
ଏହି ବର୍ଷ ଅମ୍ବାନୀ ନିଜ ସମ୍ପତି ରେ ଆନୁମାନିକ $ ୪ ବିଲୀୟନ ଯୋଡିଲେ। ରିଲାଏନ୍ସ ନିଜ କ୍ଷମତା କୁ ଦୁଇଗୁଣ କରିଦେଲା। ରିଲାଏନ୍ସ ଜିଓ ଏହି ସଫଳତା ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲା। ୨୧୫ ମିଲିୟନ ଗ୍ରାହକ ଙ୍କୁ ରିଲାଏନ୍ସ ଜିଓ ପାଇଁ ରେଜିଷ୍ଟ୍ରର କରାଗଲା ୨୨ ମାସ ଭିତରେ।
ଅମ୍ବାନୀ ଭାରତର ଶକ୍ତିଶାଳୀ ବ୍ୟକ୍ତି ମଧ୍ୟରେ ଜଣେ ଅଟନ୍ତି। ସେ ବହୁତ ପରିମାଣ ରେ ବିଭିର୍ଣ ପ୍ରକାରର ପ୍ରୋଜେକ୍ଟ କୁ ସଫଳ କରିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରସିଧ ଅଟନ୍ତି। ସେ ଜାମନଗର ରେ ଅବସ୍ଥିତ ଦୁନିଆର ସବୁଠୁ ବଡ ପରୀକ୍ଷଣ ପରିସର ର ନିର୍ମାଣ କରିଛନ୍ତି।
ସବୁଠୁ ବଡ ମୋବାଇଲ ଡାଟା ନେଟୱର୍କ ର ମାଲିକ ଅମ୍ବାନୀ ଦୁନିଆ ରେ ନିଜ କାମ ପାଇଁ ବହୁତ ପ୍ରସିଦ୍ଧ ଅଟନ୍ତି। ରିଲାଏନ୍ସ ଜିଓ ବହୁତ କମ ସମୟରେ ଭାରତରେ ବହୁତ ଅଧିକ ସଂଖ୍ୟା ରେ ଗ୍ରାହକ ଙ୍କୁ ନିଜ ପାଖକୁ ଆକର୍ଷଣ କରିଛି।