କିଛି ଅଭିନେତା ବେକଗ୍ରାଉଣ୍ଡ ରେ ଡ୍ୟାନ୍ସ କରୁଥିଲେ, ଆଉ ବର୍ତମାନ ସେମାନେ ପ୍ରସିଦ୍ଧ ସୁପରଷ୍ଟାର।

ବଲିଉଡରେ ସଫଳ କେରିଅର ତିଆରି କରିବା ଏତେ ସହଜ ନୁହେଁ। ସଫଳ ହେବ ପାଇଁ ବହୁତ ସଂଘର୍ଷ କରିବାକୁ ପଡିଥାଏ। ସେ ବଡ ବଡ ଅଭିନେତା ହୁଅନ୍ତୁ ଅଥବା ଲୋକପ୍ରିୟ ନେର୍ଦେଶକ, ଏହି ସମସ୍ତଙ୍କ ଜୀବନରେ କଠିନ ସମୟ ତ ଆସିଛି। କେବଳ ସେମାନେ ସଫଳ ହୁଅନ୍ତି ଯେଉଁମାନେ କେବେ ହାର ମାନନ୍ତି ନାହିଁ।

ବଲିଉଡ ଆଉ ନୃତ୍ୟ ପରସ୍ପର ସହ ଯୋଡି ହେଇ ଅଛି ଆଉ ଗୀତ ସହ ଫିଲ୍ମ ରେ ନୃତ୍ୟ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ଆପଣମାନେ ହୁଏତ ଜାଣିନଥିବେ କି କିଛି ଅଭିନେତା ନୁର୍ଥ୍ୟ କଳାକାର ହିସାବରେ ନିଜର କେରିଅର କୁ ଆରମ୍ଭ କରିଥିଲେ। ମାତ୍ର ସେମାନେ ନିଜର କଠିନ ପରିଶ୍ରମ ଆଉ ସମର୍ପଣ ଦ୍ୱାରା ସଫଳ ଆଉ ପ୍ରସିଦ୍ଧ ହେଲେ। ଆମେ ଆଜି କିଛି ଏମିତି ହି ଅଭିନେତା ଆଉ ଅଭିନେତ୍ରୀ ମାନଙ୍କ କଥା କହିବୁ।

ସାହିଦ କପୂର:

ଏହି ଲୋକପ୍ରିୟ ଅଭିନେତା ଙ୍କୁ ଆଜି ଏହି ସଫଳ ସ୍ଥାନ ରେ ପହଞ୍ଚିବାକୁ ବହୁତ ସଂଘର୍ଷ କରିବାକୁ ପଡିଥିଲା। ନିଜର କେରିଅର ର ଆରମ୍ଭ ରେ ସେ ବିଜ୍ଞାପନ ଆଉ ଫିଲ୍ମ ରେ ନୃତ୍ୟ କରିଲେ।

ସାହିଦ ଙ୍କୁ “ଦିଲ ତୋ ପାଗଳ ହେ” ରୁ “ତାଲ” ଆଉ କରିସ୍ମା କପୂର ଙ୍କ ଫିଳ୍ପ ” ମୁଝକୋ ହୁଈ ନା ଖବର” ରୁ ଏଇଶ୍ୱରୀଆ ଙ୍କ ଫିଳ୍ପ “କହି ଆଗ ଲଗେ ଲଗ ଯାଏ” ରେ ନୃତ୍ୟକ ଭାବେ ଦେଖା ଯାଇଥିଲା।

ରେମୋ ଦେଷୁଜ଼ା:

ବର୍ତମାନ ସମୟ ରେ ଜଣେ ପ୍ରସିଦ୍ଧ କରିଅଗ୍ରାଫର ଆଉ ନିର୍ଦେଶକ ରେମୋ ଦେଷୁଜ଼ା ନୃତ୍ୟକ ଭାବେ କାମ କରିଥିଲେ। ତାଙ୍କ ଜିଦ ଖାଲି ନୃତ୍ୟ ଉପରେ ଥିଲା। ସେ ସହରୁଖ ଖାଁ ଙ୍କ ଫିଲ୍ମ “ପରଦେଶ” ରୁ ଧରି “ମେରୀ ମେହେବୁବା” ଯାଏଁ କିଛି ଗୀତ ରେ ନୃତ୍ୟକ ଭାବେ କାମ କରିଥିଲେ।

ସୁଶାନ୍ତ ସିଂ ରାଜପୁତ:

ଗୋଟେ ସଫଳ ଅଭିନେତା ହେବା ପୂର୍ବରୁ ସେ ଶ୍ୟାମକ ଡାବର ର ନୃତ୍ୟ କମ୍ପାନୀ ରେ କାମ କରୁଥିଲେ। ସେ ହିର୍ତିକ ଙ୍କ ଫିଲ୍ମ ଧୁମ 2 ରେ ଗୋଟେ ଗୀତ ରେ ନୃତ୍ୟକ ଭାବେ କାମ କରିଥିଲେ।

କାଜଲ ଅଗ୍ରବାଲ:

ବର୍ତମାନ କାଜଲ ଜଣେ ପ୍ରସିଦ୍ଧ ଅଭିନେତ୍ରୀ, ମାତ୍ର ସେ କିଛି ଶୋ ଆଉ ଫିଲ୍ମ ରେ ନର୍ତ୍ତକୀ ଭାବେ କରିଅର ଆରମ୍ଭ କରିଥିଲେ। ତାଙ୍କୁ ଗୋଟେ ଗୀତ ରେ ଏଇଶ୍ୱରୀଆ ଙ୍କ ସହ ନୃତ୍ୟ କରିବାର ଦେଖାଯାଇ ଥିଲା।

ଦିଆ ମିରଜ଼ା:

The miss asia pacific 2000 ଜଣେ ସହଧାରଣ ନର୍ତ୍ତକୀ ଭାବେ କାମ କରିଥିଲେ। ତାଙ୍କୁ କିଛି ସାଉଥ ର ଫିଲ୍ମ ରେ ବି ନୃତ୍ୟ କରିବାର ଦେଖା ଯାଇ ଥିଲା।

Leave a Reply