କିଛି ବଲିଉଡ ଷ୍ଟାର ଆଉ ତାଙ୍କ ଅମୂଲ୍ୟ ବାହାଘର ମୁଦି, ଯାହାକୁ ଅଧିକାଂଶ ଲୋକେ ଖାଲି ସ୍ବପ୍ନ ରେ ହିଁ ଦେଖିପାରିବେ।

ବାହାଘର ସମସ୍ତଙ୍କ ଜୀବନର ଗୋଟେ ମହତ୍ୱପୂର୍ଣ୍ଣ ଅବସର ଅଟେ। ସବୁ ନିଜ ନିଜ କ୍ଷମତା ହିସାବରେ ବହୁତ ଧୁମ ଧାମ ରେ ବାହାଘର କରିଥାନ୍ତି। ମାତ୍ର ବଲିଉଡ ର ସ୍ୱାର ଷ୍ଟାର ମାନେ ନିଜ ବାହାଘର ରେ ବହୁତ ଅଧିକ ଟଙ୍କା ଖର୍ଚ୍ଚ କରନ୍ତି।

ଖାଲି ଟଙ୍କା ହିଁ ନାହିଁ, ବଲିଉଡ ର ସବୁ ବାହାଘର ଚର୍ଚା ରେ ବି ରହିଥାଏ। ବିରାଟ କୋହଲି ଆଉ ଅନୁଷ୍କା ଶର୍ମା ଡିସେମ୍ବର ୨୦୧୭ ରେ ଇଟାଲୀ ରେ ଯାଇ ବାହା ହେଇ ଯାଇଥିଲେ , ଆଉ କେବଳ ନିଜର କିଛି ଖାସ ଲୋକଙ୍କୁ ହି ବାହାଘର ପାଇଁ ଅମନ୍ତ୍ରଣ କରିଥିଲେ। ମାତ୍ର ଏହି ବାହାଘର ର ଚର୍ଚା ଦୂର ଦୁରାନ୍ତ ରେ ବି ହେଇଥିଲା।

ଏମିତି କିଛି ବଲିଉଡ ସୁପର ଷ୍ଟାର ଯିଏ ନିଜ ଏଙ୍ଗେଜମେଣ୍ଟ ରେ ବହୁତ ମୂଲ୍ୟବାନ ମୁଦି ନିଜ ପାର୍ଟନର କୁ ପିନ୍ଧେଇଛନ୍ତି। ଆସନ୍ତୁ ଦେଖିବା ଏମିତି କିଛି ମୂଲ୍ୟବାନ ମୁଦି ….

ଅଭିଷେଖ ବଚନ ଆଉ ଏଶ୍ବରିୟା:

ଅଭିଷେଖ ବଚନ ନିଜ ସୁନ୍ଦର ସ୍ତ୍ରୀ ଙ୍କ ପାଇଁ ବିଶେଷ ପ୍ରକାର ର ମୁଦି କିଣିବା ରେ ଟିନା ଅମ୍ବାନୀ ଙ୍କ ସାହାଯ୍ୟ ନେଇଥିଲେ। ଏହାର ମୂଲ୍ୟ ପାଖା ପାଖି ୫୦ ଲକ୍ଷ୍ୟ ଟଙ୍କା ଥିଲା।

ବିରାଟ ଆଉ ଅନୁଷ୍କା:

ବିରାଟ କୋହଲି ନିଜ ସ୍ତ୍ରୀ ଅନୁଷ୍କା ଙ୍କ ପାଇଁ ଗୋଟେ ବହୁମୂଲ୍ୟ ମୁଦି ଖୋଜିବାରେ ବହୁତ ସମୟ ନେଇଥିଲେ। ଗୋଟେ ରିପୋର୍ଟ ଅନୁସାରେ ସେ ଅଷ୍ଟ୍ରୀୟା ରୁ ଗୋଟେ ଡିଯାଇନର ଦ୍ୱାରା ତିଆରି ହେଇଥିବ ଦୁର୍ଲଭ ହୀରା ର ମୁଦି ର ଚୟନ କରିଥିଲେ। ଏହି ମୁଦି ପାଈଁ ସେ ୧ କୋଟି ଟଙ୍କା ଖର୍ଚ କରିଥିଲେ।

ଶିଳ୍ପା ସେଠି ଆଉ ରାଜ କୁନ୍ଦ୍ରା:

ରାଜ କୁନ୍ଦ୍ରା ୩ କୋଟି ର ମହଙ୍ଗା ମୁଦି ଶିଳ୍ପା ଙ୍କୁ ଭେଟ କରିଥିଲେ। ଏହି ମୁଦି ୨୦ କେରେଟ ରେ ତିଆରି ହେଇଚି।

ସେଫ ଅଲି ଖାଁ ଆଉ କାରୀନା :

ସେଫ ଅଲି ଖାଁ ଭେଟ କଲେ ଗୋଟେ ୭ କେରେଟ ସୋଲିଟାଏର ମୁଦି ତାଙ୍କ ସ୍ତ୍ରୀ କାରୀନା ଙ୍କୁ।

ଲରା ଦତ୍ତା ଆଉ ମହେଶ ଭୂପତି:

ଲରା ଦତ୍ତା ଙ୍କୁ ୪ କେରେଟ ରେ ଡିଜାଇନ ହେଇଥିବା ହୀରା ର ମୁଦି ଦେଇଥିଲେ ତାଙ୍କ ସ୍ୱାମୀ ମହେଶ ଭୂପତି।

Leave a Reply