ରଣବିର ସିଂ କମେଣ୍ଟ କଲେ ଦୀପିକା ଙ୍କ ଫୋଟୋ ରେ, ଯାହା ସୋସିଆଲ ମେଡିଆ ରେ ଭାଇରଲ ହଉଛି।

ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ଦୀପିକା ପଡୁକୋଣ ଅଧିକାଂଶ ସମୟରେ ନିଜର ଷ୍ଟାଇଲ ଆଉ ଫେସନ ପାଇଁ ଲୋକମାନଙ୍କ ମଧ୍ୟରେ ଚର୍ଚା ରେ ରହିଥାନ୍ତି। ତାଙ୍କୁ କିଛି ଫରକ ପଡୁନି, କେଉଁ ସମୟରେ କିଛି ବି ଅବସର ମିଳିଲେ ସେ ତାଙ୍କ ଫେସନ ଦେଖାଇଥାନ୍ତି। ସେ ବାହାଘର ର ପାର୍ଟି ହଉ ଅଥବା ପୁରସ୍କାର ସମାରୋହ ଆଉ କୌଣସି ପ୍ରକାରର କଯ୍ୟକ୍ରମ ରେ ବି ସେ ପଛଗୁଞ୍ଚା ଦେଇନଥାନ୍ତି ।

ମାତ୍ର ତାଙ୍କ ପ୍ରଶଂସକ ଭିତରେ ଖାଲି ଆପଣ ଆଉ ମୋ ଭଳି ସାଧାରଣ ଲୋକ ହିଁ ନାହାନ୍ତି , ବଡ ବଡ ସୁପର ଷ୍ଟାର ବି ସାମିଲ ଅଛନ୍ତି। ସେ ଭିତରୁ ରଣବିର ସିଂ ଦୀପିକା ଙ୍କ ସବୁଠୁ ବଡ ପ୍ରସଂସଙ୍କ ଅଟନ୍ତି।

ରଣବିର ଙ୍କ କମେଣ୍ଟ:

ଦୀପିକା ସୋସିଆଲ ମେଡିଆ ରେ ଖାସ କରି ଇଂଷ୍ଟାଗ୍ରାମ ରେ ସକ୍ରିୟ ଅଛନ୍ତି, ଆଉ ସେ ନିଜର ବିଭିର୍ଣ ଫୋଟୋ ସବୁ ନିୟମିତ ଭାବେ ପୋଷ୍ଟ କରିଥାନ୍ତି।

ରଣବିର ଙ୍କ କମେଣ୍ଟ:

ଦୀପିକା ପୋଷ୍ଟ କରିଥିବା ଏହି ସବ୍ୟ ଫୋଟୋ ରେ ଫେନ ମାନେ ବହୁତ ଗୁଡ଼ାଏ କମେଣ୍ଟ ବି କରିଛନ୍ତି। ତାହା ଭିତରୁ ରଣବିର ସିଂ ଙ୍କ ସବୁ କମେଣ୍ଟ ସୋସିଆଲ ମେଡିଆ ରେ ଭାଇରଲ ହଉଛି।

ରଣବିର ଙ୍କ କମେଣ୍ଟ:

ରଣବିର ଙ୍କ କମେଣ୍ଟ ରୁ ଏମିତି ଜଣା ପଡ଼ୁଚି, ଯେମିତି ସେ ଦୀପିକା ଙ୍କ ଏହି ସବୁ ଫେସନ ଆଉ ଷ୍ଟାଇଲ କୁ ବହୁତ ପସନ୍ଦ କରନ୍ତି।

ରଣବିର ଙ୍କ କମେଣ୍ଟ:

ରଣବିର ଙ୍କ କମେଣ୍ଟ:

Leave a Reply