Mother’s Day 2018: ଏହି ଦିନ ବିଷୟରେ କିଛି ସତ୍ୟ କଥା, ଯାହା ଶୁଣି ବଢ଼ିଯିବ ମା ଙ୍କ ପ୍ରତି ଭଲପାଇବା।

କୁହାଯାଉଛି କି ଭଗବାନ ସବୁ ସ୍ଥାନ କୁ ସବୁ ସମୟରେ ପହଂଚି ପାରିବେନି, ସେଥିପାଇଁ ସେ ମା ଙ୍କୁ ତିଆରି କଲେ। ମା ଖାଲି ପରିବାର ଆଉ ପିଲାଙ୍କ ଯତ୍ନ ନିଅନ୍ତି ନାହିଁ, ତାପରେ ବି ସବୁ କାମ କରିଥାନ୍ତି। ମା ଙ୍କୁ ସମ୍ମାନ ଦେବା ପାଇଁ Mother’s day କୁ ପାଳନ କରାଯାଏ। ଭାରତ ରେ ମାତୃ ଦିବସ ୧୩ ମଇ କୁ ପାଳନ କରାଯାଏ।

ଅଲଗା ଅଲଗା ଦେଶ ରେ ମାତୃ ଦିବସ ଅଲଗା ଅଲଗା ଦିନ ପାଳନ କରାଯାଏ। ଅନ୍ତର୍ଜାତୀୟ ମାତୃ ଦିବସ ୮ ମାର୍ଚ୍ଚ ରେ ପାଳନ କରାଯାଏ, ମାତ୍ର ଭାରତରେ ଏହି ଖାସ ଦିନକୁ ମଇ ମାସ ର ଦୂତୀୟ ରବିବାର ଦିନ ପାଳନ କରାଯାଏ।

କିଛି ରୋଚକ କଥା ମାତୃ ଦିବସ ବିଷୟରେ:

୧. ଆମେରିକା ର ଏକ୍ତିବିଷ୍ଟ ଏନା ଜାର୍ବିସ ମାତୃ ଦିବସ ର ଆରମ୍ଭ କରିଥିଲେ। ସେ ନିଜ ମା ଙ୍କ ଠୁ ପ୍ରେରିତ ଥିଲେ, ସେଥିପାଇଁ ସେ ଏହି ଦିନ କୁ ମାନୁଥିଲେ। ସେ କେବେ ବାହା ହେଲେନି ଆଉ ତାଙ୍କ କିଏ ବ ପିଲା ନଥିଲା। ମା ଙ୍କ ମୃତୁ ହେଲା ପରେ ମା ଙ୍କ ସ୍ମୃତି ରେ ଏହି ଦିନକୁ ପ୍ରଚାର ଲଲେ।

୨. ପ୍ରଥମ ମାତୃ ଦିବସ ୧୯୦୮ କୁ ଆମେରିକାର ବେଷ୍ଟ ବର୍ଜିନିଆ ଏବଂ ଫିଲାଦେଫ୍ଲିଆ ରେ ପାଳନ କରାଯାଇଥିଲା।

୩. ୯ ମଇ ୧୯୧୪ କୁ ଆମେରିକା ର ରାଷ୍ଟ୍ରପତି ବିଲସନ ଗୋଟେ ନିୟମ ଜାରି କଲେ, ଯେଉଁଥିରେ ଲେଖା ଯାଇଥିଲା କି ମଇ ମାସର ସବୁ ଦୂତୀୟ ରବିବାର କୁ ମାତୃ ଦିବସ ପାଳନ କରାଯିବ।

୪. ଏହାପରେ ଆମେରିକା, ଭାରତ ଆଉ କିଛି ଦେଶରେ ମାତୃ ଦିବସ ପାଳନ କରାଗଲା। ମାତ୍ର UK ରେ ଏହି ଦିବସ ୬ ମାର୍ଚ୍ଚ କୁ ପାଳନ କରାଯାଉଛି।

୫. ଆମେରିକା ରେ ମାତୃ ଦିବସ କୁ ବହୁତ ଭଲ ଭାବରେ ପାଳନ କରାଯାଏ। National Retail Federation ର ଅନୁସାରେ ଏହି ଦିନ ଗ୍ରୀଟିଂ କାର୍ଡ , ଫୁଲ, କପଡା ଆଉ ଅଳଙ୍କାର ସବୁ ଉପରେ ଲୋକେ ବହୁତ ଟଙ୍କା ଖର୍ଚ୍ଚ କରିବେ।

୬. ଚୀନ ରେ ଏହି ଦିନ ମା ଙ୍କୁ Gulnar ଫୁଲ ଦିଆଯାଏ।

୭. ଇସାଇ ମନେ ଏହି ଦିନ କୁ ମେରୀ ଙ୍କ ଦିନ ମାନୁଥିଲେ। ସେ ମେରୀ ଙ୍କୁ ଗିଫ୍ଟ ଦେଇ ପ୍ରାଥନା କରୁଥିଲେ।

Leave a Reply