ଫୋଟୋଗ୍ରାଫର ନିକ ବ୍ରାଣ୍ଡଟ ଜୋ ସମୟରେ ଏହି ହ୍ରଦ ର କୁଳ ରେ ପହଁଚିଲେ, ସେଠାକାର ପରିସ୍ଥିତି ଦେଖି ସେ ଆଶ୍ଚଯ୍ୟ ହେଇଗଲେ। ହ୍ରଦ ପାଖରେ ବହୁତ ଗୁଡ଼ାଏ ପଶୁ ଆଉ ପକ୍ଷୀ ମାନଙ୍କ ପ୍ରତିମୂର୍ତ୍ତି ଦେଖିଲେ।
ବ୍ରାଣ୍ଡଟ ନିଜ ନୂଆ ପୁସ୍ତକ “Across the ravaged land” ଲେଖିଥିଲେ, କିଏ ବି ସମ୍ପୂର୍ଣ୍ଣ ଭାବେ ଜାଣିନି ଏଠିକି ଆସିଥିବା ପଶୁ, ପକ୍ଷୀ ମରିଲେ କେମିତି, ମାତ୍ର ଏହି ହ୍ରଦ ର ଅଧିକ ମାତ୍ରାରେ ଥିବା ରିଫ୍ଲେଟିବ ଗୁଣ ଯୋଗୁଁ ଏମିତି ଘଟଣା ଘଟିଛି।
ଏଠି କାହାର ଜୀବନ ବିଳାସ ପୂର୍ଣ୍ଣ ରେ ତ କାହାର ଏକଦମ ବେକାର, କିନ୍ତୁ ଏଠି କେତେ ଲୋକ ଜୀବନରେ ଖୁସି ଆଣିବା ପାଇଁ ଖୋଜି ଖୋଜି ଏଠି ପହଞ୍ଚି ଯାଆନ୍ତି ।ଯୋଉଥିରେ ବହୁତ୍ ବହୁତ୍ ବିପଦ ପୂର୍ଣ୍ଣ ରହିଛି। ଏହି ହ୍ରଦ ଯାହା ତାଞ୍ଜନୀୟା ର ନେତ୍ରୋନ ରେ ଅବସ୍ଥିତ ଅଟେ। ଏଠି ଯିଏ ବି ଯାଏ ପାଷାଣ ଭଳି ସେ ସେମିତି ହିଁ ରହିଯାନ୍ତି।
କହିବାକୁ ଗଲେ ପୃଥିୀପୃଷ୍ଟରେ ରେ ଏମିତିକା ବହୁତ ଜାଗା ଅଛି, ଯୋଉଠି ମଣିଷ ଥରେ ଯାଏ ପୁଣି କେବେ ବି ଫେରି ନାହାଁନ୍ତି ସେ ମଧ୍ୟରୁ ନେତ୍ରୋନ୍ ହ୍ରଦ ଗୋଟେ ।
ଏହି ହ୍ରଦ ଦେଖିବାପାଇଁ ବହୁତ୍ ସୁନ୍ଦର କିନ୍ତୁ ଏଠି ଅଧିକା ମାତ୍ରା ରେ ହାଇଦ୍ରୋଜେନ ସଲଏଫଆଇଡି ର ବାସ୍ନା ଆପଣଙ୍କୁ ଟିକେ ବି ରହିବାକୁ ଦବ ନାହିଁ।
ଏହି ହ୍ରଦ ରେ ଏମିତିକା ଆଶଚର୍ଯ୍ୟଚକିତ କରିଲା ଭଳିଆ ଅଛି, ଯାହା ଆପଣ ଜାଣିବା ନିହାତି ଜରୁରୀ । ଏଠି ଯିଏ ବି ଯାଏ ନିଜର ପ୍ରତିରୂପ ରେ ପରିଣତ ହୋଇଯାନ୍ତି। ଏଠାରେ ରହୁଥିବା ଜୀବ ଜନ୍ତୁ ବି ସେମିତି ମାରିଲା ଅବସ୍ଥା ରେ ଦେଖିବାକୁ ମିଳିବ। ଏଠାରେ ଏମିତିକା Alkali Salt Crust ପାଣି ରେ ମିଶ୍ରିତ ଅବସ୍ଥା ରେ ଦେଖିବାକୁ ମିଳେ।