ଦୁନିଆର ସବୁଠୁ ବିଶାଳକାୟ ମଶା , ଯିଏ ରକ୍ତ ନୁହେଁ ପିଉଛି ଫୁଲ ର ରସ।

କଳ୍ପନା କରନ୍ତୁ ଯଦି ଆପଣଙ୍କ ଘରେ ସାଢ଼େ ୪ ଇଞ୍ଚ ର ବଡ଼ ମଶା ଆସିଯିବ ତାହାଲେ ଆପଣ କଣ କରିବେ? ମାତ୍ର ଏହା କଳ୍ପନା ନୁହେଁ , ଚୀନ ର ସିଛୁଆନ ପ୍ରାନ୍ତ ରେ ସାମାନ୍ୟ ରୁ ବହୁତ ବଡ଼ ମଶା ଅଛନ୍ତି। ହୋଲରୁଷିଆ ମିକାଡୋ ପ୍ରଜାତି ର ଏହି ମଶା ମାନଙ୍କ ପକ୍ଷୀ ଏତେ ବଡ଼ ଯେ ସେ ୧୧.୧୫ ସେଣ୍ଟିମିଟର ମାନେ ୪ ଇଞ୍ଚ ଯାଏଁ ବଡ଼ ହେଇପାରେ।

ପଶ୍ଚିମ ଚୀନ ରେ ଥିବା ଇଂସେକ୍ଟ ମିଉଜିଅମ ର କିଉରେଟର ଝାଓ କହିଲେ କି , ନିଜ ଆକାର ପାଇଁ ଏହି ମଶା ମନେ ଦେଖିବାକୁ ଭୟଙ୍କର ଜଣାପଡନ୍ତି। ଏହି ମଶା କୁ ଦେଖି ଯଦି ଆପଣ ଭାବୁଥିବେ କି ଗୋଟେ ଥରକେ ଏହି ମଶା ମଣିଷ ର କେତେ ପରିମାଣ ର ରକ୍ତ ପିଉ ଥିବ, ତାହାଲେ ଆପଣ ଭୁଲ ଭାବୁଛନ୍ତି। ଏହି ମଶା ଦେଖିବାକୁ ଭୟଙ୍କର ହେଲେ ବି ସାକାହାରି ଅଟେ।

ଏହି ମଶା ନିଜର ଭୋକ ରକ୍ତ ରେ ନୁହେଁ ଫୁଲ ର ରସ ପିଇ କି ଶାନ୍ତ କରେ। ଏହି ମଶା ର ବୟସ ବି ଅଧିକ ନଥାଏ, କିଛି ଦିନ ହିଁ ବଞ୍ଚିଥାଏ। ଶରୀର ଅଧିକ ବଡ ହେଇଥିବାରୁ , ଏହି ମଶାମାନେ ଅଧିକ ଦୂର ଆଉ ଉଚତା ରେ ଉଡି ପାରନ୍ତି ନାହିଁ।

ରକ୍ତ ବଦଳରେ ଫୁଲ ର ରସ ପିଉଥିବା ଦୁନିଆ ର ଏକମାତ୍ର ମଶା ଏହା ନୁହେଁ, କଣ ପାଇଁ ନା ଏହି ଦୁନିଆ ରେ ଏମିତିକା ମଶା ମାନଙ୍କ ପ୍ରଜାତି ବହୁତ ଅଛନ୍ତି। ଏହି ସବୁ ପ୍ରଜାତି ମାନଙ୍କ ଭିତରୁ ପାଖା ପାଖି ୧୦୦ ପ୍ରଜାତି ମଣିଷ ଆଉ ପଶୁ , ପକ୍ଷୀ ମାନଙ୍କ ରକ୍ତ ପିଇ କି ଜୀବନ ବ୍ୟତୀତ କରନ୍ତି।

ଏହି ଭୟଙ୍କର ମଶା ମାନଙ୍କୁ ମାରିବା ପାଇଁ ଚୀନ ର ସରକାର ଏମିତି ଗୋଟେ ରାଡ଼ାର ତିଆରି କରିଛି, ଯିଏ ୨ କିଲୋମିଟର ଇଲାକା ରେ ସବୁ ମଶା କୁ ଖୋଜି କି ମାରିଦବ।

Leave a Reply