କିଛି ଅଦ୍ଭୁତ ଆଉ ରୋଚକ ତଥ୍ୟ , ଯାହା ସବୁ ହୁଏତ ଆପଣମାନେ ଜାଣିନଥିବେ।

ଆମ ଦୁନିଆ ରେ ଅନେକ ରାହସ୍ୟପୂର୍ଣ ଆଉ ଅଦ୍ଭୁତ କଥା ଅଛି, ଯାହା ସମ୍ପୂର୍ଣ ଭାବେ ଆମେ ଜାଣିନାହାନ୍ତି। ଏମିତି ହି କିଛି ରୋଚକ କଥା ଶୁଣି ଆପଣ ଆଶ୍ଚଯ୍ୟ ହେଇଯିବେ। ତାହାଲେ ଆସନ୍ତୁ ଜାଣିବା କିଛି ଅସାଧାରଣ କଥା ଯାହା ସତ ଅଟେ।

ଆପଣ ଜାଣି କି ଆଶ୍ଚଯ୍ୟ ହେବେ ମହୁ କେବେ ବି ଖରାପ ହୁଏନି, Archaeologists ମାନେ ହଜାର ବର୍ଷ ପୁରୁଣା ମହୁ ର ପାତ୍ର ପାଇଲେ, ଯେଉଁଥିରେ ଏବେ ବି ମହୁ ସୁରକ୍ଷିତ ଅଛି।

ଜେଲିଫିସ ଏକମାତ୍ର ଗୋଟେ ଯିବ ଅଟେ , ଯାହାର କେବେ ବି ପାକୃତିକ ମୃତ୍ୟୁ ହୁଏନି। ଏମାନେ ସବୁଦିନ ପାଇଁ ଅମର ଅଟନ୍ତି। ଏମାନଙ୍କ ମରିବାର ଏକମାତ୍ର ରାସ୍ତା ହେଲା ଯଦି କୌଣସି ମାଛ ଜେଲୁଫିସ ର ଶିକାର କରେ।

ମଣିଷ ର ନାକ 50000 ପ୍ରକାର ର ଅଲଗା ଅଲଗା ଗନ୍ଧ ଆଉ ବାସନା କୁ ଚିନ୍ହି ପାରେ।

ଏହି ହୃଦୟ ଗୋଟେ ନୀଳ ଭେଲ ମାଛ ର ଅଟେ, ଏହା ଏତେ ବଡ ଯେ ଗୋଟେ ମଣିଷ ଏହି ହୃଦୟ ଭିତରେ ପଶିଯାଇ ପାରେ। ନୀଳ ଭେଲ ମାଛ ଦୁନିଆ ର ସବୁଠୁ ବଡ ମାଛ ଅଟେ।

ଆପଣ କହିପାରିବେ ଏହି ଫୋଟୋ ରେ କଣ ଦେଖାଯାଉଛି? ବାସ୍ତବ ରେ ଏହା ବାଲି ଅଟେ, ଯାହାକୁ ଗୋଟେ ମଇକ୍ରୋସ୍କୋପ ତଳେ ରଖାଯାଇଛି, ମଇକ୍ରୋସ୍କୋପ ରୁ ଏମିତି ଦେଖାଯାଉଛି।

ଆପଣ ଏହି କଥା ଜାଣି କି ଆଶ୍ଚଯ୍ୟ ହେବେ କି ସନି ଆଉ ବୃହସ୍ପତି ଗ୍ରହ ରେ ହୀରା ର ବର୍ଷା ହଉଛି। ମାତ୍ର ଦୁର୍ଭାଗ୍ୟ କଥା ଏହା ଯେ ଏହି ଚମତ୍କାର ଆମଠୁ ୧.୨ ଅରବ କିଲୋମିଟର ଦୂରରେ ଅବସ୍ଥିତ।

Leave a Reply