Power of imagination : କିଛି ଜିନିଷ ରେ ବି ଦେଖାଯାଏ ମଣିଷ ର ମୁହଁ .

ମଣିଷ ର କଳ୍ପନା କରିବା ର ଶକ୍ତି ଏମିତି ଏକ ଜିନିଷ ଯାହା ତାକୁ କିଛି ବି ଦେଖେଇ ପାରେ. ଠିକ ସେମିତି ଯାହା ଆମେ କଳ୍ପନା କରୁ ଅଥବା ଦେଖେଇବାକୁ ଚାହୁଁ.

ଉଦାହରଣ ସ୍ୱରୂପ ଏହି ଜୋତା କୁ ଦେଖି ନିଅନ୍ତୁ. ଏହି ଜୋତା ତ ସାଧାରଣ ଜୋତା ଭଳି ଦେଖା ଯାଉଛି ମାତ୍ର ଆମେ କହିବୁ ଏହି ଜୋତା ହସୁଛି, ତାହାଲେ ଆପଣଙ୍କୁ ଏହି ଜୋତା ହସିଲା ଭଳି ଦେଖାଯିବ.

ଠିକ ଏମିତି ସବୁ ଫୋଟୋ ସୋସିଆଲ ମେଡିଆ ରେ ଭାଇରଲ ହଉଛି. ଏହି ସବୁ ଫୋଟୋ ରେ ଆପଣଙ୍କୁ ଗୋଟେ ମୁହଁ ନିଶ୍ଚୟ ଦେଖାଯିବ.

ଏହି ଗ୍ୟାସ ଚୁଲା କୁ ଠିକ ସେ ଦେଖିଲେ ଜଣା ପଡୁଛି ସେଥିରେ ଗୋଟେ ମୁହଁ.

ଏହି ଚର୍ଚ୍ଚ କୁ ଦେଖିଲେ ଲାଗୁଚି ସେ ବି ଆମକୁ ଦେଖୁଚି. ମାତ୍ର ସତ କହିବାକୁ ଗଲେ ଏହା ହଉଛି ଆମର କଳ୍ପନା.

ଠିକ ସମୟ ରେ ଏହି ଫୋଟୋ କୁ ଉଠାଯାଇଛି. ଗ୍ଲାସ ରେ ଥିବା ଜିନିଷ ହସିଲା ଭଳି ଦେଖା ଯାଉଛି.

ଗୋଟେ କୁକୁର ଆଶ୍ଚଯ୍ୟ ହେଇ କାଠ ରେ ତିଆରି ହେଇଥିବା ଜିନିଷ କୁ ଦେଖୁଚି. କାରଣ ସେଥିରେ ତାକୁ ଗୋଟେ ମୁହଁ ଦେଖା ଯାଉଛି

ତଳେ ରଖାଯାଇଥିବା ଏହି ସୁଟକେଶ କୁ ଭଲରେ ଦେଖିଲେ , ସେ ଭିତରେ ବି ଗୋଟେ ମୁହଁ ଦେଖା ଯାଉଛି.

ଏହି କ୍ଲିପ ରେ ଗୋଟେ ମୁହଁ ଦେଖା ଜଉଛି  ଯାହା ଉତ୍ସାହିତ ହେଇ ଦେଖୁଛି.

କୁକୁଡ଼ା ର ମାଂସ ଟି କାନ୍ଦିଲା ଭଳି ଦେଖା ଯାଉଛି. ଏହି ସବୁ ମଣିଷ ର କଳ୍ପନା ଶକ୍ତି ଅଟେ. ଯାହା କିଛି ବି ଦେଖାଇ ଦଉଛି.

Leave a Reply