ଏମିତି ଏକ ଦେଶ , ଏଠି ଛୋଟିଆ ଭୁଲ୍ ପାଇଁ ହେଇଥାଏ ମୃତ୍ୟୁ ଦଣ୍ଡ …

ଅନେକ ଦେଶ ରହିଛି ଯେଉଁ ଦେଶଗୁଡ଼ିକର ଚାଲିଚାଳନ ଓ ଅଜବ ସୌକ ପାଇଁ ବିଶ୍ୱରେ ବେଶ୍ ପରିଚିତ। North Korea ରେ ଏମିତି ଏକ ଦେଶ ଯେଉଁଠି ଚୋଟୋ ଭୁଲ ପାଇଁ ବହୁତ୍ କଡା ପ୍ରବିଧାନ୍ ଅଛି । ଏଠାକାର ନିୟମ କାନୁନ୍‌ ସମ୍ପର୍କରେ ଶୁଣିଲେ ଆପଣ ତାଜୁବ୍ବ୍ ହୋଇଯିବେ ।

କୌଣସି ବିଦେଶୀ ସହିତ ସମ୍ପର୍କ ରିଖିଲେ ମଧ୍ୟ ମୃତ୍ୟୁଦଣ୍ଡ ହିଁ ମିଳିଥାଏ।

ଉତ୍ତରକୋରିଆରେ ବ୍ୟଙ୍ଗ ବିଦ୍ରୁପର ମଧ୍ୟ କୌଣସି ସ୍ଥାନ ନାହିଁ। ଯଦି କୌଣସି ବ୍ୟକ୍ତି ଦେଶର ଦାରିଦ୍ର୍ୟ ଉପରେ ବ୍ୟଙ୍ଗ କରନ୍ତି ତାହେଲେ ତାଙ୍କୁ ତୁରନ୍ତ ମୃତ୍ୟୁ ଦଣ୍ଡ ମିଳିଥାଏ।

ଅନ୍ୟ ଦେଶ ଭଳି ପର୍ଯ୍ୟଟକ ଏଠାକୁ ଆସି କୌଣସି ଜିନିଷର ହଠାତ୍ ଫଟୋ ଉଠାଇ ପାରିବେ ନାହିଁ। କାରଣ ଏଠାରେ କିଛି ଜିନିଷର ଫଟୋ ଉଠାଇବାକୁ ମନା । ଏଥିପାଇଁ ପ୍ରଥମେ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିଥାଏ।

ଉତ୍ତର କୋରିଆ ଏକ ଜିଦ୍ଦିଆ ରାଷ୍ଟ୍ର ଭାବେ ପରିଚିତ। ଏହି ଦେଶରେ ଏବେ ବି ଏକଛତ୍ରବାଦ ଶାସନ ଚାଲିଛି। ଦେଶର ରାଷ୍ଟ୍ରପତିଙ୍କ ନାଁରେ କୌଣସି ଆଲୋଚନା କିମ୍ବା କଟୁ ମନ୍ତବ୍ୟ ଦେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏଠାରେ ମୃତ୍ୟୁଦଣ୍ଡ ମିଳିଥାଏ।

Leave a Reply