କେବେ କୋ ମଣିଷ ହଉ ଅଥବା ଯିବା ଜନ୍ତୁ, ମୁଣ୍ଡ ନଥିଲେ ବଂଚିପରିବ କି??? ଆପଣମାନଙ୍କୁ ହୁଏ ତ ଭରସା ନ ହେଇ ପରେ। ମାତ୍ର ଏହା ସତ କଥା।
America ର କୋଲରାଡ ଜିଲ୍ଲା ରେ ଗୋଟେ କୁକୁଡ଼ା ଫାର୍ମ ଚାଲୁଥିଲା। 18. 09. 1945 ରେ ଗୋଟେ ଛୋଟ party ପାଈଁ ଗୁଡ଼ାଏ କୁକୁଡ଼ା କଟା ଗଲା। ମାତ୍ର ସେ କୁକୁଡା କୁ box ଭିତରେ ରଖିବା ବଦଳ ରେ, side ରେ ରଖିଦେଲା। କିଛି ସମୟ ପରେ ଦେଖିଲା ବେଳକୁ ସେ କୁକୁଡ଼ା ନଥିଲା।
କଥା ହଉଚି ଏୟା ଯେ ଜୋ ସମୟରେ କୁକୁଡ଼ା କୁ କଟା ଯାଉଥିଲା, ଭୁଲ ରେ କୁକୁଡ଼ା ର ମୁଣ୍ଡ ଅଧା କାଟି ଯାଇଥିଲା। ଜା ଫଳରେ ତାର ମସ୍ତିଷ୍କ ର ଅଧା ଆଉ ନାକ କଟିଲାନି।
ମାଲିକ କୁ ଜଣା ପଡିଲା ପରେ ସେ ବି ଆଶ୍ଚର୍ଯ୍ୟ ହେଇଗଲା, ତାକୁ କୁକୁଡ଼ା ଉପରେ ଦୟା ଆସିଗଲା। ସେ କୁକୁଡ଼ା କୁ କ୍ଷୀର ଆଉ ମକ୍କା ର ଦାନା ଦେଇ ବଞ୍ଚେଇ କି ରଖିଲା।
ଜଲ୍ଦି ଏହି ଘଟଣା ଲୋକୋ ମାନଙ୍କ ମନୋରଞ୍ଜନ ର କେନ୍ଦ୍ର ହେଲା, ଲୋକମାନେ ଦୂର ଦୂର ରୁ ଆସିଲେ। ସେ କୁକୁଡ଼ା ର ମାଲିକ ଗୋଟେ ଏମିତି କମ୍ପାନୀ ସହ ଯୋଡି ଗଲା, ଯିଏ ବୁଲି ବୁଲି ଯିବ ଜନ୍ତୁ ମାନଙ୍କ ଖେଳ ଦେଖାଏ। ଏହା ପରେ ସେ ବହୁତ ଭଲ income କଲା।